ଜୁଆର ମାଡରେ ଭାଙ୍ଗିଗଲା ଅସ୍ଥାୟୀ ବନ୍ଧ

ପୁରୀ(ଓଡ଼ିଶା ରିପୋର୍ଟର): ଜୁଆର ମାଡ଼ରେ ଭାଙ୍ଗିଗଲା ପୁରୀ- କୋଣାର୍କ ଚନ୍ଦ୍ରଭାଗା କୂଳରେ ହୋଇଥିବା ଅସ୍ଥାୟୀ ବନ୍ଧ  । ଚନ୍ଦ୍ରଭାଗା କୂଳରେ ଆସ୍ଥାୟୀ କାଠ ଦିଆଯାଇ ବାଲିବସ୍ତା ବନ୍ଧ ତିଆରି ହୋଇଛି। ତେବେ ଅମାବାସ୍ୟାରେ ଜୁଆର ମାଡ ଏହି ବନ୍ଧର କିଛି ଅଂଶ ସମୁଦ୍ର ଗର୍ଭକୁ ଭାସିଯାଇଛି । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼  ବିପଦକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହେବ । […]

puri

puri

Niharika Rout
  • Published: Monday, 26 September 2022
  • Updated: 26 September 2022, 10:47 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଜୁଆର ମାଡ଼ରେ ଭାଙ୍ଗିଗଲା ପୁରୀ- କୋଣାର୍କ ଚନ୍ଦ୍ରଭାଗା କୂଳରେ ହୋଇଥିବା ଅସ୍ଥାୟୀ ବନ୍ଧ  । ଚନ୍ଦ୍ରଭାଗା କୂଳରେ ଆସ୍ଥାୟୀ କାଠ ଦିଆଯାଇ ବାଲିବସ୍ତା ବନ୍ଧ ତିଆରି ହୋଇଛି। ତେବେ ଅମାବାସ୍ୟାରେ ଜୁଆର ମାଡ ଏହି ବନ୍ଧର କିଛି ଅଂଶ ସମୁଦ୍ର ଗର୍ଭକୁ ଭାସିଯାଇଛି । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼  ବିପଦକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହେବ । ଅସ୍ଥାୟୀ ବନ୍ଧ ଏବେଠୁ ଜୁଆର ମାଡ଼ରେ ଭାଙ୍ଗି ଯାଇଥିବା ବେଳେ ଆଗକୁ ସ୍ଥିତି ଅଧିକ ସଙ୍ଗୀନ ହୋଇପାରେ ବୋଲି ଆଶଙ୍କ ସୃଷ୍ଟି ହୋଇଛି । ସେତେବେଳେ ବନ୍ଧ କେତେ ସୁରକ୍ଷିତ ରହିବ ତାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଏବେଠୁ ଯୁଦ୍ଧକାଳୀନ ଭିତ୍ତିରେ ବାଲି ପକାଯାଇ ବନ୍ଧ ମରାମତି କାମ ଚାଲିଥିବା ଦେଖିବାକୁ ମିଳୁଛି।

[caption id="attachment_769150" align="aligncenter" width="650"]puri ସମୁଦ୍ର ଜୁଆରରେ ଭାଙ୍ଗିଗଲା ଅସ୍ଥାୟୀ ବନ୍ଧ ।[/caption]

ସୂଚନାଯୋଗ୍ୟ, ବେଧଡ଼କ ବାଲି ଚୋରା ଚାଲାଣ ଯୋଗୁଁ କିଛି ଦିନ ତଳେ ଏହି ସ୍ଥାନରେ ଗାର୍ଡ ୱାଲ ଭାଙ୍ଗିଯାଇଥିଲା । ପରେ ପ୍ରଶାସନ ପକ୍ଷରୁ  ଅସ୍ଥାୟୀ ବନ୍ଧ ନିର୍ମାଣ କରାଯାଇଥିଲା। ଏବେ ଜୁଆର ମାଡି ଆସିବା ପରେ ଅସ୍ଥାୟୀ ବାଲିବସ୍ତା ବନ୍ଧ ସମୂଦ୍ର ଗର୍ଭରେ । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼ ପ୍ରତି ବିପଦ ଆଶଙ୍କାକୁ ଟାଳି ହେବନି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story