ରାଉରକେଲାରେ ଖୋଲିଲା ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ୍‌

ରାଉରକେଲା (ପବନ ତିୱାରୀ): ରାଉରକେଲା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ୍‌। ୨୦୦ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ସମସ୍ତ ବ୍ୟବସ୍ଥା ରହିଛି। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସମେତ ଅନ୍ୟ ଷ୍ଟାଫ୍‌ ମଧ୍ୟ ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚରେ ଲୋକମାନେ ଏହାର ସୁବିଧା ପାଇବେ ବୋଲି ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ କହିଛନ୍ତି। କୋଭିଡ୍‌-୧୯ ହସ୍ପିଟାଲ୍‌ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଓ ହାଇଟେକ୍‌ […]

lock-down

Manoranjan Sial
  • Published: Friday, 03 April 2020
  • , Updated: 03 April 2020, 09:34 PM IST

ରାଉରକେଲା (ପବନ ତିୱାରୀ): ରାଉରକେଲା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ୍‌। ୨୦୦ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ସମସ୍ତ ବ୍ୟବସ୍ଥା ରହିଛି। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସମେତ ଅନ୍ୟ ଷ୍ଟାଫ୍‌ ମଧ୍ୟ ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚରେ ଲୋକମାନେ ଏହାର ସୁବିଧା ପାଇବେ ବୋଲି ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ କହିଛନ୍ତି।

କୋଭିଡ୍‌-୧୯ ହସ୍ପିଟାଲ୍‌ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଓ ହାଇଟେକ୍‌ ଗ୍ରୁପ୍‌ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କୁ ଇନଚାର୍ଜ କୋଭିଡ ହସ୍ପିଟାଲ ରାଉରକେଲାର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

Related story