ଅନ୍ଧବିଶ୍ୱାସର ଅନ୍ଧଗଳି: ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ କାନ ଧରି ଚାଲିଲେ ମହିଳା, କହିଲେ...

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ସ୍ୱାମୀଙ୍କୁ ଅଭିଶାପମୁକ୍ତ କରିବାକୁ ପଣ କଲେ ସ୍ତ୍ରୀ। କାଳେ ଅଭିଶାପ ଯୋଗୁ ସ୍ୱାମୀଙ୍କର କିଛି ଅନିଷ୍ଠ ଘଟିବ ଭାବି ଗାଁ ଦାଣ୍ଡରେ କାନ ଧରି ଆଣ୍ଠେଇ ଆଣ୍ଠେଇ ଚାଲିଲେ। ଏପରି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ଧବିଶ୍ୱାସର ଏଭଳି ଅଭାବନୀୟ ଘଟଣା ଟାଙ୍ଗୀ ଚୌଦ୍ଵାର ବ୍ଲକ ଶଙ୍କରପୁର ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଶଙ୍କରପୁର ଗ୍ରାମରେ ପ୍ରଶାନ୍ତ ସେଠୀ, ପତ୍ନୀ ସାଗରିକା ସେଠୀ ଓ ପରିବାରର […]

lady

lady

Niharika Rout
  • Published: Monday, 20 June 2022
  • Updated: 20 June 2022, 09:13 AM IST

Sports

Latest News

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ସ୍ୱାମୀଙ୍କୁ ଅଭିଶାପମୁକ୍ତ କରିବାକୁ ପଣ କଲେ ସ୍ତ୍ରୀ। କାଳେ ଅଭିଶାପ ଯୋଗୁ ସ୍ୱାମୀଙ୍କର କିଛି ଅନିଷ୍ଠ ଘଟିବ ଭାବି ଗାଁ ଦାଣ୍ଡରେ କାନ ଧରି ଆଣ୍ଠେଇ ଆଣ୍ଠେଇ ଚାଲିଲେ। ଏପରି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ଧବିଶ୍ୱାସର ଏଭଳି ଅଭାବନୀୟ ଘଟଣା ଟାଙ୍ଗୀ ଚୌଦ୍ଵାର ବ୍ଲକ ଶଙ୍କରପୁର ଗ୍ରାମରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଶଙ୍କରପୁର ଗ୍ରାମରେ ପ୍ରଶାନ୍ତ ସେଠୀ, ପତ୍ନୀ ସାଗରିକା ସେଠୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରହିଥାନ୍ତି। ଗାଁ ତ୍ରିନାଥ ମନ୍ଦିରରେ ରହୁଥିବା ଜଣେ ବାବାଜୀଙ୍କ ଅଭିଶାପରୁ ସ୍ୱାମୀଙ୍କୁ ମୁକ୍ତ କରିବାକୁ ସାଗରିକା ଏପରି କରିଥିବା କହୁଥିବା ବେଳେ ଏହା ପଛରେ କୌଣସି ପାରିବାରିକ ବିବାଦ ନ ଥିବା କହିଛନ୍ତି।

ଏନେଇ ସାଗରିକା କହିଛନ୍ତି, ଗାଁରେ ଥିବା ତ୍ରିନାଥ ମନ୍ଦିରରେ ପବିତ୍ର ମୋହନ ସାହୁ ନାମକ ବାବାଜଣକ ରହିଥାନ୍ତି । ସେ ସେଠାରେ ଖିଆପିଆ କରିବା ସହ ନିଜ ଲୁଗାପଟା ଶୁଖାଇଥାନ୍ତି। ଏହାକୁ  ମୋ’ ସ୍ୱାମୀଙ୍କ ସମେତ ଅନ୍ୟମାନେ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବାବାଜୀଜଣକ ମୋ’ ସ୍ୱାମୀଙ୍କୁ ଅଭିଶାପ ଦେଇଥିଲେ।  ତ୍ରିନାଥ ଗୋସାଇଁ  ତମ କଥା ବୁଝିବେ ବୋଲି କହିଥିଲେ। ଏହା ଶୁଣି ମୋତେ ଭଲ ଲାଗି ନ ଥିଲା। କାଳେ ମୋ’ ସ୍ୱାମୀଙ୍କର କିଛି ଅଘଟଣ ଘଟିବ, ସେହି ଚିନ୍ତା ମନକୁ ଘାରିଲା। ତେଣୁ ନିଜେ ମାନସିକ କରି ମନ୍ଦିରରୁ ଘର ପର୍ଯ୍ୟନ୍ତ ଆଣ୍ଠେଇ, ଆଣ୍ଠେଇ କାନ ଧରି ଚାଲିକି ଆସିଲି। ଏଥିନିମନ୍ତେ ମୋତେ କେହି ବାଧ୍ୟ କରି ନାହାନ୍ତି, କିମ୍ବା ଘରେ କୌଣସି ପ୍ରକାର କଳି, ଝଗଡ଼ା ଲାଗି ନାହିଁ।

ଅନ୍ୟପଟେ ବାବାଜୀଜଣକ ଏମିତି କିଛି ଅଭିଶାପ ଦେଇ ନାହାନ୍ତି ବୋଲି କହିଛନ୍ତି। ତାଙ୍କ ପରିବାରରେ କିଛି ସମସ୍ୟା ଥିବାରୁ ସେ ଏପରି କରିଥାଇ ପାରନ୍ତି ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।
https://youtu.be/0lFwnPOTU5M

ଆଜିର ସମାଜରେ ଏପରି ଅନ୍ଧ ବିଶ୍ୱାସକୁ ନାପସନ୍ଦ କରିଛନ୍ତି ସମାଜସେବୀ ସସ୍ମିତା ଦାସ । ଖବର ପାଇ ଆମେ ଗାଁକୁ ଆସିଲୁ। ବାବା ଦେଇଥିବା ଅଭିଶାପରୁ ସ୍ୱାମୀଙ୍କୁ ମୁକ୍ତ କରିବାକୁ ଏପରି କରିଥିବା ମହିଳାଜଣକ କହିଛନ୍ତି। କିନ୍ତୁ, ଏହା ଠିକ୍‌ ନୁହେଁ, ସଭ୍ୟ ସମାଜରେ ମହିଳାମାନେ ଏପରି ଆଣ୍ଠେଇ ଆଣ୍ଠେଇ ଚାଲିବା ଭବିଷ୍ୟତ ପିଢ଼ିକୁ କେବେବି ଭଲ ବାର୍ତ୍ତା ଦେବନି ବୋଲି ସେ କହିଛନ୍ତି ।

https://youtu.be/epwgvb50QA0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story