ଯୁବକକୁ ଗୁଳି ମାଡ଼

ରାଉରକେଲା (ପବନ ତିୱାରୀ): ସାମାନ୍ୟ ବଚସାରୁ ଗୁଳି ମାଡ଼। ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ରାଜଗାଙ୍ଗପୁର ଥାନା ପୁଲିସ ଗୁଳି ମାଡ଼ କରିଥିବା ବ୍ୟକ୍ତିକୁ ଗିରଫ କରିଛି। ପୂର୍ବ ଶତ୍ରୁତାରୁ ରାଜଗାଙ୍ଗପୁର ଥାନା କୁମ୍ଭାର ପଡା ବସ୍ତିରେ ଅର୍ଜୁନ ବଡାଇକଙ୍କ ଉପରକୁ ମନିଷ ଦାସ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ବାମ ହାତରେ ବିଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେବା ପରେ […]

crime

crime

Manoranjan Sial
  • Published: Friday, 10 April 2020
  • Updated: 10 April 2020, 04:58 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ସାମାନ୍ୟ ବଚସାରୁ ଗୁଳି ମାଡ଼। ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ରାଜଗାଙ୍ଗପୁର ଥାନା ପୁଲିସ ଗୁଳି ମାଡ଼ କରିଥିବା ବ୍ୟକ୍ତିକୁ ଗିରଫ କରିଛି।

ପୂର୍ବ ଶତ୍ରୁତାରୁ ରାଜଗାଙ୍ଗପୁର ଥାନା କୁମ୍ଭାର ପଡା ବସ୍ତିରେ ଅର୍ଜୁନ ବଡାଇକଙ୍କ ଉପରକୁ ମନିଷ ଦାସ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ବାମ ହାତରେ ବିଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେବା ପରେ ରାଜଗାଙ୍ଗପୁର ଥାନା ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos