ଘରକୁ ଫେରୁଥିଲେ ଯୁବକ, ବାଇକ୍‌ ସହ ଭାସିଗଲେ

ଫୁଲବାଣୀ(ତ୍ରିନାଥ ସାହୁ): ବନ୍ୟା ପାଣିରେ ବାଇକ୍‌ ସହ ଭାସିଗଲେ ଯୁବକ । ଗତକାଲି ରାତିରୁ ଫୁଲବାଣୀ ସହରର ନଦୀଖଣ୍ଡୀସାହିରୁ ଡାକପାଲାକୁ ସଂଯୋଗ କରୁଥିବା କନ୍ଧମାଳ ଜିଲ୍ଲା ସାଲୁଙ୍କୀ ନଦୀର ବ୍ରିଜ ଉପରେ ଏହି ଘଟଣା ଘଟିଥିବା ବେଳେ ଏଯାଏ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମଧ୍ୟ ମିଳିପାରିନି। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ନଦୀଖଣ୍ଡୀସାହିରୁ ଡାକପାଲାକୁ ସଂଯୋଗ କରୁଥିବା ସାଲୁଙ୍କୀ ନଦୀ ବ୍ରିଜ ଉପରେ ପ୍ରବାହିତ ହେଉଛି ବନ୍ୟା […]

flood water

flood water

Niharika Rout
  • Published: Thursday, 25 August 2022
  • Updated: 25 August 2022, 10:43 AM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ବନ୍ୟା ପାଣିରେ ବାଇକ୍‌ ସହ ଭାସିଗଲେ ଯୁବକ । ଗତକାଲି ରାତିରୁ ଫୁଲବାଣୀ ସହରର ନଦୀଖଣ୍ଡୀସାହିରୁ ଡାକପାଲାକୁ ସଂଯୋଗ କରୁଥିବା କନ୍ଧମାଳ ଜିଲ୍ଲା ସାଲୁଙ୍କୀ ନଦୀର ବ୍ରିଜ ଉପରେ ଏହି ଘଟଣା ଘଟିଥିବା ବେଳେ ଏଯାଏ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମଧ୍ୟ ମିଳିପାରିନି।

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ନଦୀଖଣ୍ଡୀସାହିରୁ ଡାକପାଲାକୁ ସଂଯୋଗ କରୁଥିବା ସାଲୁଙ୍କୀ ନଦୀ ବ୍ରିଜ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। ଗତ ରାତିରେ ଜଣେ ଯୁବକ ଏହି ବ୍ରିଜ ଅତିକ୍ରମ କରୁଥିବା ବେଳେ ବନ୍ୟା ପାଣିର ପ୍ରଖର ସ୍ରୋତରେ ବାଇକ୍‌ ସହିତ ଭାସି ଯାଇଛନ୍ତି । ନଦୀ କୂଳରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଏହା ଦେଖିବା ପରେ ଟାଉନ ଥାନା ପୁଲିସ୍‌କୁ ଖବର ଦେଇଥିଲେ।

[caption id="attachment_760636" align="aligncenter" width="650"]water ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।[/caption]

ତା’ପରେ ଟାଉନ ଥାନା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ନଦୀରେ ପହଞ୍ଚି ଭାସି ଯାଇଥିବା ଯୁବକଙ୍କୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଥିଲେ। ମିଳିତ ଟିମ୍‌ ଗତ ରାତିରେ ନଦୀର କିଛି ଦୂର ପର୍ଯ୍ୟନ୍ତ ଖୋଜାଖୋଜା କରିଥିଲେ ମଧ୍ୟ କିଛି ସନ୍ଧାନ ପାଇପାରି ନ ଥିଲେ। ଏହାପରେ ଆଜି ସକାଳୁ ପୁଣି ନିଖୋଜ ଯୁବକଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଭାସି ଯାଇଥିବା ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ। ତେବେ ଡାକପାଲା ଗ୍ରାମର ଜଣେ ଯୁବକ ରାତିରୁ ନିଖୋଜ ରହିଥିବାରୁ ସେ ନଦୀରେ ଭାସିଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି । ଗତ ରାତିରେ ସେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story