‘ନରେନ୍ଦ୍ର ମୋଦି ପୁରୀରୁ ଲଢ଼ିବାର ୯୦ ପ୍ରତିଶତ ସମ୍ଭାବନା ରହିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ରହିଛି ଓଡ଼ିଶା। ସେଥିପାଇଁ ସେ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢ଼ିବା ନେଇ ୯୦ ପ୍ରତିଶତ ସମ୍ଭାବନା ରହିଛି ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସେ କହିଛନ୍ତି,“୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭରୁ ମୋଦିଜୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ମହାପ୍ରଭୁଙ୍କ ଆଶିଷ ନେଇ ସେ ସଫଳ ହୋଇଥିଲେ ଓ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ପରେ ସେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ […]

modi

modi

Tapaswini Nayak
  • Published: Wednesday, 02 January 2019
  • Updated: 02 January 2019, 02:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ରହିଛି ଓଡ଼ିଶା। ସେଥିପାଇଁ ସେ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢ଼ିବା ନେଇ ୯୦ ପ୍ରତିଶତ ସମ୍ଭାବନା ରହିଛି ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

ସେ କହିଛନ୍ତି,“୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭରୁ ମୋଦିଜୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ମହାପ୍ରଭୁଙ୍କ ଆଶିଷ ନେଇ ସେ ସଫଳ ହୋଇଥିଲେ ଓ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ପରେ ସେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଯାଇଥିଲେ। ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ସେ ଆଜି ବିଶ୍ୱର ଶ୍ରେଷ୍ଠ ଓ ଶକ୍ତିଶାଳି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।”

[caption id="attachment_319848" align="alignnone" width="750"]pradeep ପ୍ରଦୀପ ପୁରୋହିତ[/caption]

ସେ ଆହୁରି କହିଛନ୍ତି,“ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବହୁ ଭଲ ପାଉଛନ୍ତି। ସେଥିପାଇଁ ସେ ଓଡ଼ିଶାକୁ ବେଶୀ ଅନୁଦାନ ଦେଇଛନ୍ତି। ତାଙ୍କର ଦକ୍ଷ ନେତୃତ୍ୱ ଯୋଗୁ ରାଜ୍ୟରେ ବହୁ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ହୋଇପାରିଛି। ପୂର୍ବାଞ୍ଚଳର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ସେ ସ୍ୱପ୍ନ ଦେଖିଛନ୍ତି। ତାକୁ ସାକାର କରିବା ପାଇଁ ସେ ପୁରୀରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। କିନ୍ତୁ ସବୁ ନିଷ୍ପତ୍ତି ସଂସଦୀୟ କମିଟି ନେବ।”

ପ୍ରଦୀପ ପୁରୋହିତ କହିଛନ୍ତି,“ଓଡ଼ିଶାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଚାଷୀ ଏବେ ଋଣଗ୍ରସ୍ତ। ଚାଷ ଜମିକୁ ଜଳ ସେଚନ ହୋଇପାରି ନାହିଁ। ସେହି କାରଣରୁ ଏବେ ଋଣ ଛାଡ଼ ଏକ ପ୍ରସଙ୍ଗ ହୋଇଛି। ରାଜ୍ୟରେ ବିଜେପି ଶାସନକୁ ଆସିଲେ କୃଷୀ ଋଣ ଛାଡ଼ କରିବ। ଏନେଇ ପୂର୍ବରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିସାରିଛନ୍ତି। ଏପରିକି ଏହା ଉପରେ ଦଳ ଭିତରେ ବିଚାର ବିମର୍ଷ ଆରମ୍ଭ ହୋଇଗଲାଣି।”

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story