ସତ୍ୟଜିତ ଗଲେ, ସୁଧାଂଶୁ ଆସିଲେ, ନୂଆ ସିପିଙ୍କର କ’ଣ ରହିଛି ଫୋକସ୍ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୯୯୦ ବ୍ୟାଚ୍‌ର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ୍‌ସିଟିର କମିଶନେରେଟର ନୂଆ ପୁଲିସ କମିଶନର। ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାଧ ନିୟନ୍ତ୍ରଣ, ଥାନାର  ପରିସୀମା ବୃଦ୍ଧି, କମିଶନରେଟ୍ ପୋଲିସ୍‌କୁ ଅତ୍ୟାଧୁନିକ  କରିବା, 5Tକୁ ଗୁରୁତ୍ୱ ଦେବା ଭଳି ଅନେକ ଟାସ୍କ ନୂଆ ସିପିଙ୍କ ଉପରେ ରହିଛି। ସେପଟେ ଦାୟିତ୍ୱ ହସ୍ତାନ୍ତର ପରେ ବିଦାୟୀ ପୁଲିସ କମିଶନର କହିଛନ୍ତି, ଟ୍ୱିନ୍‌ସିଟିର ପୁଲିସ କମିଶନର ଭାବେ କାମ କରିବା ତାଙ୍କ ପାଇଁ […]

b-98

b-98

Tapas Behera
  • Published: Wednesday, 21 August 2019
  • Updated: 21 August 2019, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୯୯୦ ବ୍ୟାଚ୍‌ର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ୍‌ସିଟିର କମିଶନେରେଟର ନୂଆ ପୁଲିସ କମିଶନର। ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାଧ ନିୟନ୍ତ୍ରଣ, ଥାନାର  ପରିସୀମା ବୃଦ୍ଧି, କମିଶନରେଟ୍ ପୋଲିସ୍‌କୁ ଅତ୍ୟାଧୁନିକ  କରିବା, 5Tକୁ ଗୁରୁତ୍ୱ ଦେବା ଭଳି ଅନେକ ଟାସ୍କ ନୂଆ ସିପିଙ୍କ ଉପରେ ରହିଛି। ସେପଟେ ଦାୟିତ୍ୱ ହସ୍ତାନ୍ତର ପରେ ବିଦାୟୀ ପୁଲିସ କମିଶନର କହିଛନ୍ତି, ଟ୍ୱିନ୍‌ସିଟିର ପୁଲିସ କମିଶନର ଭାବେ କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ।

ଗତ କିଛି ମାସ  ଭିତରେ ରାଜଧାନୀରେ ଲୁଟ୍, ଛିନ୍ତାଇ ଭଳି ଘଟଣା ବଢିଥିବାରୁ ଏହାକୁ ରୋକିବା ନୂଆ ସିପିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ହୋଇପଡିଛି। ତେଣୁ ତାଙ୍କର ଫୋକସ୍  ଟେକ୍ନୋଲୋଜି ଜରିଆରେ କିପରି  ଜନସାଧାରଣଙ୍କୁ ସୁଫଳ ମିଳିବ, ତା ଉପରେ ଗୁରୁତ୍ୱ  ଦିଆଯିବ। ଟ୍ରାଫିକ୍ ନିୟନ୍ତ୍ରଣ କିପରି ଅଧିକ ବ୍ୟବସ୍ଥିତ  ହୋଇପାରିବ, ଥାନା ପ୍ରତି ଲୋକଙ୍କର ଥିବା ଭୟ ଦୂର  କରାଯିବ, ଟ୍ୱିନ୍‌ସିଟିରେ କିପରି ସୁରକ୍ଷାର ବାତାବରଣ ସୃଷ୍ଟି  ହୋଇପାରିବ, ତା ଉପରେ ରହିଛି ପ୍ରାଥମିକତା। ମୋଟାମୋଟି ଭାବେ ଅପରାଧ ଓ ଆଇନ୍ ଶୃଙ୍ଖଳା ଉପରେ  ବିଶେଷ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ନୂଆ ସିପି। ସେହିପରି କନଷ୍ଟେବଳଙ୍କୁ ଅଧିକ ସକ୍ରିୟ କରାଯିବ ଏବଂ ଅଫିସରଙ୍କ  ରିପୋର୍ଟ କାର୍ଡ ନେବେ ବୋଲି ମଧ୍ୟ କହିଛନ୍ତି ପୋଲିସ କମିଶନର।

ସେପଟେ ବର୍ଷେ କାଳ ପୁଲିସ କମିଶନର ଦାୟିତ୍ୱ ସମ୍ଭାଳିଥିବା ବିଦାୟୀ ସିପି ସତ୍ୟଜିତ୍ ମହାନ୍ତି କହିଛନ୍ତି, ଏହା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା । ବର୍ଷକ ଭିତରେ ତିନି ତିନିଟି  ଅନ୍ତର୍ଜାତୀୟ ଇଭେଣ୍ଟ ସଫଳତାର ସହ କରାଯାଇଛି । ବ୍ରାଉନ୍ ସୁଗାର ଦିଗରେ ସ୍ୱତନ୍ତ୍ର ଡ୍ରାଇଭ୍ ନେଇଛନ୍ତି ସତ୍ୟଜିତ୍ । ବାତ୍ୟା ଫୋନି ବେଳେ ମଧ୍ୟ ରାଜଧାନୀରେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ବୋଲି କହିଛନ୍ତି ସତ୍ୟଜିତ୍। ତେବେ ନୂଆ ସିପି ସୁଧାଂଶୁ ଷଡ଼ଙ୍ଗୀ ଆଜି ଦିନ ୧୧ଟାରେ  କମିଶନରେଟ୍ ପୁଲିସ କାର୍ଯ୍ୟାଳୟରେ ପହଞ୍ଚି ବିଭାଗର ଅଫିସରଙ୍କୁ ଭେଟିଥିଲେ । ତାଙ୍କୁ ରେଡ୍ କାର୍ପେଟରେ ସ୍ୱାଗତକରାଯାଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story