ଆଜି ରାତିରୁ ଏହି ଜିଲ୍ଲା ଲକ୍‌ଡାଉନ୍‌

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ୍ ଜିଲ୍ଲାକୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ରାତିରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ଯାଏ ଏହି ଲକ୍‌ଡାଉନ୍ ବଳବତ୍ତର ରହିବ। ଏହି ସମୟରେ କେବଳ ଜରୁରୀ ସେବା ଜାରି ରହିବ। ଏହାସହ ସକାଳ ୫ରୁ ଦିନ ୧ଟା ଯାଏ ଦୋକାନବଜାର ଖୋଲା ରହିବ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜିଲ୍ଲାରେ ୪୮ ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା କରିଥିଲେ ଜିଲ୍ଲାପାଳ। […]

111

Tapaswini Nayak
  • Published: Saturday, 01 August 2020
  • , Updated: 01 August 2020, 02:42 PM IST

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ୍ ଜିଲ୍ଲାକୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ରାତିରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ଯାଏ ଏହି ଲକ୍‌ଡାଉନ୍ ବଳବତ୍ତର ରହିବ। ଏହି ସମୟରେ କେବଳ ଜରୁରୀ ସେବା ଜାରି ରହିବ। ଏହାସହ ସକାଳ ୫ରୁ ଦିନ ୧ଟା ଯାଏ ଦୋକାନବଜାର ଖୋଲା ରହିବ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜିଲ୍ଲାରେ ୪୮ ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା କରିଥିଲେ ଜିଲ୍ଲାପାଳ। ଆଜି ମଧ୍ୟରାତ୍ରରୁ ଏହି ଶଟ୍‌ଡାଉନ୍‌ ଶେଷ ହେଉଛି।

Related story