ଆଜିଠୁ ଏହି ସହର ୪ ଦିନ ପାଇଁ ଶଟଡାଉନ୍‌

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କରୋନା ପାଇଁ ଢେଙ୍କାନାଳ ପୌରାଞ୍ଚଳକୁ ଆଜିଠୁ ୪ ଦିନିଆ ଶଟଡାଉନ୍‌ ଘୋଷଣା କରାଯାଇଛି । ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଆଜିଠାରୁ ୩୦ ତାରିଖ ଯାଏ ୪ ଦିନ ଶଟଡାଉନ୍‌ କଟକଣା ବଳବତ୍ତର ରହିବ। ଢେଙ୍କାନାଳ ଟାଉନ ପୌରାଞ୍ଚଳର ସମସ୍ତ ୨୩ଟି ୱାର୍ଡରେ ଶଟଡାଉନ୍‌ ଲାଗୁ ହୋଇଛି । ପ୍ରଶାସନ ପକ୍ଷରୁ ଆଜି ଓ ଆସନ୍ତାକାଲି ଶଟଡାଉନ୍‌ ଘୋଷଣା କରାଯାଇଥିଲା । ସପ୍ତାହାନ୍ତ ଶଟଡାଉନ୍‌ରେ ୨୯ ତାରିଖ ଶନିବାର ଓ ୩୦ […]

shut-bdown-1

shut-bdown-1

Niharika Rout
  • Published: Thursday, 27 August 2020
  • Updated: 27 August 2020, 09:55 AM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କରୋନା ପାଇଁ ଢେଙ୍କାନାଳ ପୌରାଞ୍ଚଳକୁ ଆଜିଠୁ ୪ ଦିନିଆ ଶଟଡାଉନ୍‌ ଘୋଷଣା କରାଯାଇଛି । ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଆଜିଠାରୁ ୩୦ ତାରିଖ ଯାଏ ୪ ଦିନ ଶଟଡାଉନ୍‌ କଟକଣା ବଳବତ୍ତର ରହିବ।

ଢେଙ୍କାନାଳ ଟାଉନ ପୌରାଞ୍ଚଳର ସମସ୍ତ ୨୩ଟି ୱାର୍ଡରେ ଶଟଡାଉନ୍‌ ଲାଗୁ ହୋଇଛି । ପ୍ରଶାସନ ପକ୍ଷରୁ ଆଜି ଓ ଆସନ୍ତାକାଲି ଶଟଡାଉନ୍‌ ଘୋଷଣା କରାଯାଇଥିଲା । ସପ୍ତାହାନ୍ତ ଶଟଡାଉନ୍‌ରେ ୨୯ ତାରିଖ ଶନିବାର ଓ ୩୦ ତାରିଖ ରବିବାର ମଧ୍ୟ ସହର ବନ୍ଦ ରହିବ । ତେଣୁ ଲଗାତର ୪ ଦିନ ଯାଏ ଢେଙ୍କାନାଳ ଶଟଡାଉନ୍‌ ରହିବ । ଏହି ସମୟରେ କେବଳ ମେଡିସିନ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos