‘ଏମିତି ଭୁଲ୍ ଆଉ କେବେ ବି ହେବନି’

ମାଲକାନଗିରି (ଜିତେନ୍ଦ୍ର ବେଉରା): ଡ୍ୟୁଟି ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଟିକ୍‌ଟକ୍‌ ଭିଡିଓ କରିଥିବା ୪ ଜଣ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେଡିକାଲ୍‌ କର୍ତ୍ତୃପକ୍ଷ ସଂପୃକ୍ତ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ନଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ଘଟଣାରେ ତାପସୀ ବିଶ୍ୱାସ ନାମକ ଜଣେ ନର୍ସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ ୧୦ରୁ ୧୫ ଦିନ ତଳେ […]

tiktak

tiktak

Jitendra Garnayak
  • Published: Friday, 28 June 2019
  • Updated: 28 June 2019, 02:11 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଡ୍ୟୁଟି ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଟିକ୍‌ଟକ୍‌ ଭିଡିଓ କରିଥିବା ୪ ଜଣ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେଡିକାଲ୍‌ କର୍ତ୍ତୃପକ୍ଷ ସଂପୃକ୍ତ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ନଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ଘଟଣାରେ ତାପସୀ ବିଶ୍ୱାସ ନାମକ ଜଣେ ନର୍ସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,“ ୧୦ରୁ ୧୫ ଦିନ ତଳେ ଛୁଆଟି ଏସ୍‌ଏନ୍‌ସିୟୁରେ ଭର୍ତ୍ତି ହୋଇଥିଲା। ହେଲେ ଘଟଣା ଦିନ ଛୁଆଟି ଡିସ୍‌ଚାର୍ଜ ହୋଇ ଯାଇଥିଲା। ସେ ଡିସ୍‌ଚାର୍ଜ ହେବା ଖୁସିରେ ଆମେ ତାକୁ ଧରି ଗେଲ କରିଥିଲୁ। ଛୁଆଟା ପୂରା ସୁସ୍ଥ ଥିଲା। ନହେଲେ ଆମେ ଖାଲି ହାତରେ ଧରି ନଥାଆନ୍ତୁ।”

ସେ ଆହୁରି କହିଛନ୍ତି,“ନିଜ ଛୁଆ ଭାବି ମୁଁ ତାକୁ ଧରିଥିଲି। ଆଉ କେବିବି ଏମିତି ଭୁଲ୍‌ ହେବ ନାହିଁ। ଆମେ ଖୁସିରେ ଏହି ଭିଡିଓ କରିଥିଲୁ। ହେଲେ ଭାଇରାଲ୍ ହୋଇଯିବ ବୋଲି ଆମେ ଜାଣି ନଥିଲୁ।”

ସେ କହିଛନ୍ତି,“ଚେଜିଙ୍ଗ୍‌ ରୁମ୍‌ରେ ଏହି ଭିଡିଓ ହୋଇଥିଲା। ଏସ୍‌ଏନ୍‌ସିୟୁ ଭିତରେ ଭିଡିଓ କରାଯାଇ ନାହିଁ। ଆମର ଭୁଲ୍‌ ହୋଇଛି। ଆମେ ମାନୁଛୁ। ୟୁନିଫର୍ମରେ ଥାଇ ଏମିତି କରିବାର ନଥିଲା। ଆଉ କେବେ ବି ଏମିତି ଭୁଲ୍ ହେବନି। ଏଥିପାଇଁ କ୍ଷମା ମାଗୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story