ଏଥର ଓଡ଼ିଶା ଦିବସରେ ୧୯ ଜିଲ୍ଲାରେ ଅତିଥି ହେବେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୧ ଉତ୍କଳ ଦିବସ ବା ଓଡ଼ିଶା ଦିବସକୁ ଜିଲ୍ଲାସ୍ତରରେ ବ୍ୟାପକ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୧୯ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ସମାରୋହରେ ମନ୍ତ୍ରୀମାନେ ଅତିଥି ହେବେ। ଅନ୍ୟ  ଜିଲ୍ଲାଗୁଡ଼ିକରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅତିଥି ହେବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ରାଜଧାନୀ ଭୁବନେଶ୍ୱରରେ ପାଳିତ […]

puri-3

puri-3

Ordigital Desk
  • Published: Monday, 29 March 2021
  • Updated: 30 March 2021, 11:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୧ ଉତ୍କଳ ଦିବସ ବା ଓଡ଼ିଶା ଦିବସକୁ ଜିଲ୍ଲାସ୍ତରରେ ବ୍ୟାପକ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୧୯ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ସମାରୋହରେ ମନ୍ତ୍ରୀମାନେ ଅତିଥି ହେବେ। ଅନ୍ୟ  ଜିଲ୍ଲାଗୁଡ଼ିକରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅତିଥି ହେବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ରାଜଧାନୀ ଭୁବନେଶ୍ୱରରେ ପାଳିତ ହେବ। ଏଥିରେ ଭୁବନେଶ୍ୱରର ୨ବିଧାୟକ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଅତିଥି ହେବେ।

ସେହିପରି ବରଗଡ଼ରେ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ବଲାଙ୍ଗିରରେ ମନ୍ତ୍ରୀ ସୁଶାନ୍ତ ସିଂ, କଟକରେ ବିକ୍ରମ କେଶରୀ ଆରୁଖ, ଦେବଗଡ଼ରେ ମନ୍ତ୍ରୀ ଟୁକୁନି ସାହୁ, ଢେଙ୍କାନାଳରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଗଜପତିରେ ମନ୍ତ୍ରୀ ଜଗନ୍ନାଥ ସାରକା, ଗଞ୍ଜମ(ବ୍ରହପୁର)ରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଯାଜପୁରରେ ମନ୍ତ୍ରୀ ପଦ୍ମନାଭ ବେହେରା, ସମ୍ବଲପୁରରେ ମନ୍ତ୍ରୀ ଅରୁଣ ସାହୁ, ସୋନପୁରରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଉରକେଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୟୂରଭଞ୍ଜରେ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦୁଝରରେ ସମୀର ରଞ୍ଜନ ଦାଶ, କଳାହାଣ୍ଡିରେ ନବକିଶୋର ଦାସ, କୋରାପୁଟରେ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଓ ମାଲକାନଗିରି ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ହେବେ।

ନୂଆଦିଲ୍ଲୀରେ ପ୍ରମୁଖ ଆବାସିକ କମିଶନର ମୁଖ୍ୟ ଅତିଥି ହେବେ ଓ ଅନ୍ୟ ସମସ୍ତ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସରେ ମୁଖ୍ୟ ଅତିଥି ହେବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story