୨ ଲକ୍ଷ ଦାଦାବଟି ମାଗି ୩ ଗିରଫ

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ସକିଲ୍‌ର ୩ ସହଯୋଗୀ ଗିରଫ ହୋଇଛନ୍ତି। କଟକ ବାଦାମବାଡ଼ି ଅଞ୍ଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ୱାସିମ୍ ଖାନ୍‌, ରାଜେଶ ଓ ମହମ୍ମଦ ଶାହାଜାହାନ୍‌। ସେମାନଙ୍କ ଠାରୁ ୪ଟି ମୋବାଇଲ୍ ଓ ୧୦ ହଜାର ଟଙ୍କା ଜବତ କରାଯାଇଛି। ବାଦାମବାଡି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ ମିଳିତ ଭାବେ […]

arrest-1

arrest-1

Jitendra Garnayak
  • Published: Monday, 24 August 2020
  • Updated: 24 August 2020, 02:11 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ସକିଲ୍‌ର ୩ ସହଯୋଗୀ ଗିରଫ ହୋଇଛନ୍ତି। କଟକ ବାଦାମବାଡ଼ି ଅଞ୍ଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ୱାସିମ୍ ଖାନ୍‌, ରାଜେଶ ଓ ମହମ୍ମଦ ଶାହାଜାହାନ୍‌। ସେମାନଙ୍କ ଠାରୁ ୪ଟି ମୋବାଇଲ୍ ଓ ୧୦ ହଜାର ଟଙ୍କା ଜବତ କରାଯାଇଛି।

ବାଦାମବାଡି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ ମିଳିତ ଭାବେ ଚଢଉ କରି ସେମାନଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ଏହି ତିନି ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ କେସ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story