୪ର୍ଥ ‘କରୋନା’ ରୋଗୀଙ୍କ ସମ୍ପର୍କରେ ଗୁଜବ ପ୍ରଚାର କରି ୩ ଗିରଫ

ଭଦ୍ରକ (ପାର୍ଥସାରଥୀ ନାୟକ): ‘କରୋନା’ ସମ୍ପର୍କରେ ଗୁଜବ ପ୍ରଚାର କରନାହିଁ। ଏପରି ନିନ୍ଦନୀୟ କାର୍ଯ୍ୟକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏହା ସତ୍ତ୍ୱେ କେତେକ ବ୍ୟକ୍ତି ଗୁଜବ ପ୍ରଚାର କରିଛନ୍ତି। ଏହି ଘଟଣାରେ ଆଜି ଭଦ୍ରକ ଟାଉନ୍‌ ଥାନା ପୁଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଚତୁର୍ଥ ‘କରୋନା’ ରୋଗୀଙ୍କ ସମ୍ପର୍କରେ ହ୍ୱାଟ୍ସ ଆପ୍‌ରେ ଗୁଜବ ପୋଷ୍ଟ କରି ଆତଙ୍କ ସୃଷ୍ଟି […]

bhadrak1

bhadrak1

Manoranjan Sial
  • Published: Wednesday, 01 April 2020
  • Updated: 01 April 2020, 07:37 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ‘କରୋନା’ ସମ୍ପର୍କରେ ଗୁଜବ ପ୍ରଚାର କରନାହିଁ। ଏପରି ନିନ୍ଦନୀୟ କାର୍ଯ୍ୟକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏହା ସତ୍ତ୍ୱେ କେତେକ ବ୍ୟକ୍ତି ଗୁଜବ ପ୍ରଚାର କରିଛନ୍ତି। ଏହି ଘଟଣାରେ ଆଜି ଭଦ୍ରକ ଟାଉନ୍‌ ଥାନା ପୁଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଚତୁର୍ଥ ‘କରୋନା’ ରୋଗୀଙ୍କ ସମ୍ପର୍କରେ ହ୍ୱାଟ୍ସ ଆପ୍‌ରେ ଗୁଜବ ପୋଷ୍ଟ କରି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ସୂଚନାରୁ ପ୍ରକାଶ, ‘କରୋନା’ ଦିନକୁ ଦିନ ସମଗ୍ର ଭାରତ ବର୍ଷରେ କାୟା ବସ୍ତାର କରିବାରେ ଲାଗିଛି। ଆଜି ସୁଦ୍ଧା ଭାରତରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୩୭ ଜଣ ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ଅଛନ୍ତି। ଏଥିରେ ଓଡ଼ିଶାରେ ୪ ଜଣ ଅଛନ୍ତି। ଗତକାଲି ଓଡ଼ିଶାରେ ଚତୁର୍ଥ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ସେ ଦୁବାଇରୁ କୋଲକାତା ଦେଇ ଘରକୁ ଆସିଥିଲେ। ଏବେ ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଏପରିସ୍ଥିତିରେ ସୋଶାଲ୍‌ ମିଡିଆ ତାଙ୍କ ନାଁରେ ଗୁଜବ ପ୍ରଚାର କରାଯାଉଛି। ଯାହାକୁ ନେଇ ତତ୍ପର ହୋଇଛି ପୁଲିସ। ଗୁଜବ ପ୍ରଚାର କରି ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ସଦର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story