କୂଅରୁ ଉଦ୍ଧାର ହେଲେ ୩ ଭାଲୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଥାନା କୋଣ୍ଡେଲ ଗାଁ ନିକଟରେ ଥିବା ଏକ କୁଅରୁ ୩ଟି ଭାଲୁଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଭାଲୁମାନଙ୍କୁ ଉଦ୍ଧାର କରିଥିଲେ।

bear

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 01:52 PM IST

Related story