ପାଇଖାନାରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ପ୍ରାଣ ହରାଇଲେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନବ ନିର୍ମିତ ପାଇଖାନା ଫଲ୍‌ସ ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ୩ ଜଣ ଶ୍ରମିକ। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରୁ ଘଟିଛି। ଗୋପାଳପୁର ଥାନା ବିକ୍ରମପୁର ଗାଁର ପି. ସଦାନନ୍ଦ ଏକ ନୂଆ ଘର ନିର୍ମାଣ କରିଛନ୍ତି। ସେହି ଘରର ପାଇଖାନା ନିର୍ମାଣ ହୋଇଥିଲା। ଅଜି ସନ୍ଧ୍ୟା ବେଳେ ରାଜମିସ୍ତ୍ରୀ ପାଇଖାନା ଫଲ୍ସ ଖୋଲିବାକୁ ଭିତରକୁ ଯାଇଥିଲେ। ମାତ୍ର […]

deceased person

deceased person

Manoranjan Sial
  • Published: Thursday, 22 July 2021
  • Updated: 22 July 2021, 09:27 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନବ ନିର୍ମିତ ପାଇଖାନା ଫଲ୍‌ସ ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ୩ ଜଣ ଶ୍ରମିକ। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରୁ ଘଟିଛି।

ଗୋପାଳପୁର ଥାନା ବିକ୍ରମପୁର ଗାଁର ପି. ସଦାନନ୍ଦ ଏକ ନୂଆ ଘର ନିର୍ମାଣ କରିଛନ୍ତି। ସେହି ଘରର ପାଇଖାନା ନିର୍ମାଣ ହୋଇଥିଲା। ଅଜି ସନ୍ଧ୍ୟା ବେଳେ ରାଜମିସ୍ତ୍ରୀ ପାଇଖାନା ଫଲ୍ସ ଖୋଲିବାକୁ ଭିତରକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ବାହାରକୁ ଆସିନଥିଲେ। ପରେ ପି.ସଦାନନ୍ଦଙ୍କ ଦୁଇ ପଡୋଶୀ ପାଇଖାନା ଭିତରକୁ ଯାଇଥିଲା। ମାତ୍ର ସେମାନେ ମଧ୍ୟ ବାହାରକୁ ଆସିନଥିଲେ।

ପରେ ଗାଁ ଲୋକେ ୩ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇଖାନା ଭିତରୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ସାଢ଼େ ୭ଟା ବେଳେ ମେଡିକାଲ୍‌ କର୍ତ୍ତୃପକ୍ଷ ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story