ମାଆ ଆଗରେ ବଂଶ ନିପାତ କରିଦେଲା ରକ୍ତ ପିପାସୁ ଭୂତାଣୁ

ସୁନ୍ଦରଗଡ଼ (ବିଜୟ ବରୁଆ): ମାଆ ଆଗରେ ବଂଶ ନିପାତ କରିଦେଲା ଅଦୃଶ୍ୟ ଭୂତାଣୁ। କରୋନା ମାୟା ଜାଲରେ ଛନ୍ଦି ହୋଇ ୧୦ ଦିନରେ ଆଗ ପଛ ହୋଇ ଚାଳିଗଲା ୩ ଜୀବନ। ପ୍ରଥମେ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଅଫେରା ରାଇଜକୁ ଚାଲିଗଲେ। ଆଉ ତା’ପରେ ଦିଅର ଓ ପୁଅ ଚାଲିଗଲେ। ଏବେ ଏକାକୀ ଜୀବନ ଅତିବାହିତ କରୁଛନ୍ତି ବିଧବା ମହିଳା। କରୋନା କାଳରେ ଏମିତି ଛାତି ଥରାଇଦେଲା ପରି ଖବର ଆସିଛି ସୁନ୍ଦରଗଡ଼ ଟାଉନ୍‌ରୁ। ପୂରା ଘଟଣାଟି […]

sundargarh

sundargarh

Manoranjan Sial
  • Published: Tuesday, 18 May 2021
  • Updated: 18 May 2021, 08:33 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ମାଆ ଆଗରେ ବଂଶ ନିପାତ କରିଦେଲା ଅଦୃଶ୍ୟ ଭୂତାଣୁ। କରୋନା ମାୟା ଜାଲରେ ଛନ୍ଦି ହୋଇ ୧୦ ଦିନରେ ଆଗ ପଛ ହୋଇ ଚାଳିଗଲା ୩ ଜୀବନ। ପ୍ରଥମେ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଅଫେରା ରାଇଜକୁ ଚାଲିଗଲେ। ଆଉ ତା’ପରେ ଦିଅର ଓ ପୁଅ ଚାଲିଗଲେ। ଏବେ ଏକାକୀ ଜୀବନ ଅତିବାହିତ କରୁଛନ୍ତି ବିଧବା ମହିଳା। କରୋନା କାଳରେ ଏମିତି ଛାତି ଥରାଇଦେଲା ପରି ଖବର ଆସିଛି ସୁନ୍ଦରଗଡ଼ ଟାଉନ୍‌ରୁ।

ପୂରା ଘଟଣାଟି ଏମିତି। ସୁନ୍ଦରଗଡ଼ ଟାଉନ୍‌ରେ ବାସ କରନ୍ତି ଦୁଃଖି ଜୀବନ ବହିଦାର। ତାଙ୍କ ପରିବାର କହିଲେ ପତ୍ନୀ, ସାନ ଭାଇ ହାଡୁ ବହିଦାର ଓ ପୁଅ ବିକାଶ ବହିଦାର। ହାଡୁ ଅବିବାହିତ ରହିଥିବା ବେଳେ ଦୁଇ ମାସ ତଳେ ବିକାଶ ବିବାହ କରିଥିଲେ। ମାତ୍ର ବିବାହ ପରେ ଜଣାପଡ଼ିଥିଲା ବିକାଶ ବିବାହ କରିଥିବା ଯୁବତୀ ମାନସିକ ରୋଗୀ। ତେଣୁ ସେ ତା’ ବାପ ଘରକୁ ଚାଲି ଗଲେ।

କରୋନା ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ବେଳେ ପେଟର ଜ୍ୱାଳା ବୁଝାଇବା ପାଇଁ କାମ ଦାମ କରି ଚଳୁଥିଲେ ପୂରା ପରିବାର। ହେଲେ ଜାଣିନଥିଲେ କେତେବେଳେ ସେମାନେ କରୋନାର ଅଦ୍ରୁଶ୍ୟ ଜାଲରେ ପଡ଼ି ଯାଇଥିଲେ। ହଠାତ ଦୁଃଖି, ହାଡୁ ଓ ବିକାଲ ଅସୁସ୍ଥ ହୋଇଥିଲେ। ସେମାନେ ମେଡିକାଲ୍‌ ଯାଇଥିଲେ। ସେଠାରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା।

ରିପୋର୍ଟ ପଜିଟିଭ୍‌ ଆସିବାରୁ ୩ ଜଣଙ୍କୁ ସୁନ୍ଦରଗଡ଼ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଦୁଃଖ ଜୀବନଙ୍କ ମୃତ୍ୟୁ ଘଟିଥିଲା। ଦୁଃଖିଙ୍କ ମୃତ୍ୟୁର ୮ ଦିନ ପରେ ସାନ ଭାଇ ହାଡୁଙ୍କ ମୃତ୍ୟୁ ଘଟିଥିଲା। ସୋମବାର ଆଇସିୟୁରେ ଥିବା ବିକାଶଙ୍କ ମୃତ୍ୟୁ ଘଟିଛି।

ଗତ ୧୦ ଦିନ ଭିତରେ ବାପା, କାକା ଓ ପୁଅଙ୍କ ମୃତ୍ୟୁ ଘଟିଛି। ଗୋଟିଏ ବଂଶକୁ ନିପାତ୍‌ କରିଦେଲା କରୋନା। ଆଖି ଆଗରେ ସ୍ୱାମୀ, ଦିଅର ଓ ପୁଅକୁ ହରାଇବା ପରେ ବେସାହାରା ହୋଇ ପଡ଼ିଛନ୍ତି ମାଆ(ବିକାଶଙ୍କ ମାଆ)। ବାର୍ଦ୍ଧକ୍ୟ ବେଳେ ମହିଳାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story