୫ ଜଣଙ୍କୁ ଧକ୍କା ଦେଇ ଚାଲିଗଲା ବୋଲେରୋ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାର ତେଲନଡ଼ିହି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୫ଜଣଙ୍କୁ ଧକ୍କା ଦେଇ ଏକ ବୋଲେରୋ ଫେରାର ହୋଇଯାଇଛି। ଏଥିରେ ୨ ଜଣ ମହିଳାଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଏଲିଜାବେଥ୍ ଲାକ୍ରା, ଫ୍ଲୋରା ଏକ୍କା ଓ ମାଇକେଲ୍‌ ଏକ୍କା। ସମସ୍ତ ମୃତାହତ […]

accident1

accident1

Jitendra Garnayak
  • Published: Tuesday, 15 January 2019
  • Updated: 15 January 2019, 11:13 AM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାର ତେଲନଡ଼ିହି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୫ଜଣଙ୍କୁ ଧକ୍କା ଦେଇ ଏକ ବୋଲେରୋ ଫେରାର ହୋଇଯାଇଛି। ଏଥିରେ ୨ ଜଣ ମହିଳାଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଲେ ଏଲିଜାବେଥ୍ ଲାକ୍ରା, ଫ୍ଲୋରା ଏକ୍କା ଓ ମାଇକେଲ୍‌ ଏକ୍କା। ସମସ୍ତ ମୃତାହତ କୁରେଇ ଗାଁର।

ଗତକାଲି ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା ଘଟିଥିଲେ। କୁରେଇ ଗାଁର କିଛି ଲୋକ ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ତେଲନଡ଼ିହି ଗାଁକୁ ଯାଇଥିଲେ। ସେଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେମାନେ ଫେରିବା ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ଦ୍ରୁତଗାମୀ ବୋଲେରୋ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ସଂପର୍କରେ କିଛି ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story