ବୌଦ୍ଧରେ ହାତୀ ଉପଦ୍ରବ; ଲୋକେ ଆତଙ୍କିତ

Ordigital Desk
  • Published: Monday, 15 January 2018
  • , Updated: 15 January 2018, 09:51 AM IST
<p>ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ସହର ଉପକଣ୍ଠରେ ହାତୀପଲ ଉପଦ୍ରବ କରୁଛନ୍ତି।&nbsp; ସହରର ବୁଟୁପାଲି ନିକଟରେ ୩ଟି ହାତୀ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୋଟିଏ ଦନ୍ତା ହାତୀ ଓ ଦୁଇଟି ମାଈ ହାତୀ ଅଛନ୍ତି। ଏହି ହାତୀପଲ ଆଜି ସକାଳୁ ହଠାତ୍ ନିକଟସ୍ଥ ବଘିଆପଡ଼ା ଜଙ୍ଗଲରୁ ପଳାଇ ଆସିଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ହାତୀପଲକୁ ଘଉଡ଼ାଇବାକୁ&nbsp; ଉଦ୍ୟମ ଜାରି ରଖିଛନ୍ତି। ଏବେ ହାତୀ ଗୁଡ଼ିକ ରାମଜଙ୍ଗୀ ପୋଲ ନିକଟରେ ଅଛନ୍ତି।</p>

Related story