ବଜ୍ରାଘାତରେ ପରିବାରର ୩ ଜଣଙ୍କ ମୃତ୍ୟୁ

କେନ୍ଦୁଝର(ପ୍ରଣୟ ପାଣିଗ୍ରାହୀ): ଆକାଶରୁ ଖସିଲା ବଜ୍ର। ଚାଲିଗଲା ୩ଟି ଜୀବନ। ମାଆ, ୩ ବର୍ଷର ଝିଅ ଓ ଭାଉଜଙ୍କ ମୃତ୍ୟୁ ଘଟିଛି। ପୂଜା ପାଇଁ ଯାଇଥିବାରୁ ପରିବାରର ପୁରୁଷମାନଙ୍କ ଜୀବନ ବର୍ତ୍ତି ଯାଇଛି। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଘଟିଛି। ମୃତକମାନେ ଯାଯାବର ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ଗୋଟିଏ ପରିବାର ଘଟଗାଁ ଥାନା ଢେଙ୍କିକୋଟ କୁନ୍ଦୁରୁଗୋଡ଼ା ସାହିରେ ଗୋଟିଏ ଗଛ ମୂଳରେ ଟେଣ୍ଟ ବାନ୍ଧି ରହୁଥିଲେ। ଆଜି […]

lightning

lightning

Manoranjan Sial
  • Published: Friday, 21 May 2021
  • Updated: 21 May 2021, 06:06 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣିଗ୍ରାହୀ): ଆକାଶରୁ ଖସିଲା ବଜ୍ର। ଚାଲିଗଲା ୩ଟି ଜୀବନ। ମାଆ, ୩ ବର୍ଷର ଝିଅ ଓ ଭାଉଜଙ୍କ ମୃତ୍ୟୁ ଘଟିଛି। ପୂଜା ପାଇଁ ଯାଇଥିବାରୁ ପରିବାରର ପୁରୁଷମାନଙ୍କ ଜୀବନ ବର୍ତ୍ତି ଯାଇଛି। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଘଟିଛି। ମୃତକମାନେ ଯାଯାବର ବୋଲି ଜଣାପଡ଼ିଛି।

ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ଗୋଟିଏ ପରିବାର ଘଟଗାଁ ଥାନା ଢେଙ୍କିକୋଟ କୁନ୍ଦୁରୁଗୋଡ଼ା ସାହିରେ ଗୋଟିଏ ଗଛ ମୂଳରେ ଟେଣ୍ଟ ବାନ୍ଧି ରହୁଥିଲେ। ଆଜି ଦୁର୍ଗା ପର୍ବ ଥିବାରୁ ଘରର ପୁରୁଷମାନେ ପୂଜା କରିବାକୁ ଥିଲେ। ଆଉ ଟେଣ୍ଟ ଭିତରେ ରାମକେଲି ଭୋସ୍‌ଲେ, ତାଙ୍କର ୩ ବର୍ଷର ଝିଅ ଅଶ୍ୱୀନୀ ଭୋସ୍‌ଲେ ଓ ଭାଉଜ ଦିଲ୍‌ରୁବ୍ବା ତାୱାର ଥିଲେ। ଆଜି ଅପରାହ୍ନରେ ହଠାତ୍‌ ବଜ୍ରପାତ ହେବାରୁ ମାଆ, ଝିଅ ଓ ଭାଉଜଙ୍କ ମୃତ୍ୟୁ ଘଟିଛି। ବର୍ତ୍ତି ଯାଇଛି ପରିବାରର ପୁରୁଷ ଲୋକଙ୍କ ଜୀବନ। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଝାଡ଼ଖଣ୍ଡରୁ ଆସିଥିବା ଏହି ପରିବାର ହେଉଛନ୍ତି ଯାଯାବର। ଏମାନେ ଗାଁକୁ ଗାଁ ବୁଲି କାମଦାମ କରି ଚଳନ୍ତି।

ସୂଚନାରୁ ପ୍ରକାଶ, ଆଜି କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଅଞ୍ଚଳର ଆକାଶରେ ଘୋଟିଆସିଥିଲା କଳାହାଣ୍ଡିଆ ମେଘ। କିଛି ଭାବିବା ପୂର୍ବରୁ ବର୍ଷିବା ସହିତ ବଜ୍ରପାତ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଘର ଭିତରକୁ ଚାଲି ଯାଇଥିଲେ। ଏହି ସମୟରେ ସେଠାରେ ଯାଯାବର ଭାବେ ଜୀବନ ଅତିବାହିତ କରୁଥିବା ଗୋଟିଏ ପରିବାର ୩ ଜଣ ଟେଣ୍ଟ ଭିତରକୁ ଚାଲି ଯାଇଥିଲେ। ହଠାତ୍‌ ବଜ୍ରାପାତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story