ହାତ ଧରାଧରି ହୋଇ ଚାଲିଗଲେ ବାପା, ମାଆ ଓ ଝିଅ

ଜଗତସିଂହପୁର (ଶଶାଙ୍କ ପଣ୍ଡା): ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲି ଗଲେ ବାପା, ମାଆ ଓ ଝିଅ। ସୌଭାଗ୍ୟ ବଶତଃ ଘରେ ପୁଅ ନଥିବାରୁ ତା’ର ଜୀବନ ବଞ୍ଚି ଯାଇଛି। ତେବେ ସେମାନଙ୍କୁ ବଞ୍ଚାଇବାକୁ ଆସି ଜଣେ ପଡୋଶୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। କୁହାଯାଉଛି, ଆଜି ଅପରାହ୍ନରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ବଣିତୋ ଗାଁର ପିଣ୍ଟୁ ସ୍ୱାଇଁ ଘରେ ରହିଥିଲେ। ଆଉ […]

jagatsinghpur

jagatsinghpur

Manoranjan Sial
  • Published: Wednesday, 06 October 2021
  • Updated: 06 October 2021, 08:26 PM IST

ଜଗତସିଂହପୁର (ଶଶାଙ୍କ ପଣ୍ଡା): ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲି ଗଲେ ବାପା, ମାଆ ଓ ଝିଅ। ସୌଭାଗ୍ୟ ବଶତଃ ଘରେ ପୁଅ ନଥିବାରୁ ତା’ର ଜୀବନ ବଞ୍ଚି ଯାଇଛି। ତେବେ ସେମାନଙ୍କୁ ବଞ୍ଚାଇବାକୁ ଆସି ଜଣେ ପଡୋଶୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି।

କୁହାଯାଉଛି, ଆଜି ଅପରାହ୍ନରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ବଣିତୋ ଗାଁର ପିଣ୍ଟୁ ସ୍ୱାଇଁ ଘରେ ରହିଥିଲେ। ଆଉ ତାଙ୍କ ସ୍ତ୍ରୀ କାମିନୀ ରୋଷେଇ କରୁଥିଲେ। ଏହି ସମୟରେ ସେ ବିଦ୍ୟୁତ ଆଘାତରେ ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ତାଙ୍କ ସ୍ୱାମୀ ପିଣ୍ଟୁ ଆସିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ବାପା-ମାଆଙ୍କ ଚିତ୍କାର ଶୁଣି ଘରେ ଥିବା ଝିଅ ପାପାଲି ଆସିଥିଲେ। ମାତ୍ର ସେ ମଧ୍ୟ ବର୍ତ୍ତି ପାରିନଥିଲେ। ବାପା-ମାଆ ଓ ଝିଅ ତିନି ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡୋଶୀ କୁମରବର ସ୍ୱାଇଁ ଆସିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।

ପଡୋଶୀମାନେ ବିଦ୍ୟୁତ ସରବରାହ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ପିଣ୍ଟୁ, କାମିନୀ ଓ ପାପାଲିଙ୍କ ମୃତ୍ୟୁ ଘଟିଥିଲା। ତେବେ କୁମରବର ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ସେହି ସମୟରେ ଘରେ ପୁଅ ନଥିବାରୁ ତାଙ୍କ ଜୀବନ ବର୍ତ୍ତି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story