ସାଙ୍ଗ ହୋଇ ସ୍କୁଟିରେ ଚାଲିଗଲେ ୩ ଜଣ

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ର ରରୁଆ ନିକଟରେ ଟ୍ରକ୍ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୋଟିଏ ସ୍କୁଟିରେ ଯାଉଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଘଟିବା ସମୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ୨ ଘଣ୍ଟା ଉଦ୍ୟମ ପରେ ଅନ୍ୟ ୨ ଜଣଙ୍କୁ ମଧ୍ୟ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ମାନଙ୍କର ପରିଚୟ ମିଳି ପାରିନାହିଁ।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।