ସାଙ୍ଗ ହୋଇ ସ୍କୁଟିରେ ଚାଲିଗଲେ ୩ ଜଣ

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ର ରରୁଆ ନିକଟରେ ଟ୍ରକ୍ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୋଟିଏ ସ୍କୁଟିରେ ଯାଉଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଘଟିବା ସମୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ୨ ଘଣ୍ଟା ଉଦ୍ୟମ ପରେ ଅନ୍ୟ ୨ ଜଣଙ୍କୁ ମଧ୍ୟ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ମାନଙ୍କର ପରିଚୟ ମିଳି ପାରିନାହିଁ।    

jnbo

Tapas Behera
  • Published: Tuesday, 20 October 2020
  • , Updated: 24 October 2020, 11:52 AM IST

Related story