ହଷ୍ଟେଲରୁ ମୁମ୍ବାଇ ପଳାଇଥିଲେ, ଉଦ୍ଧାର ହେଲେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ବାରିପଦା ସିରିଷବଣି ସ୍ୱାମୀ ବିବେକାନନ୍ଦ ସ୍କୁଲରୁ ଗତ ଅଗଷ୍ଟ ୧୬ରେ ୩ ଜଣ ନବମ ଶ୍ରେଣୀ ଛାତ୍ର ନିଖୋଜ ଥିଲେ। ଆଜି ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ରାଉରକେଲା ଟାଙ୍ଗରପାଲି ଥାନା ପୁଲିସ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଜାମସେଦପୁରରୁ ଉଦ୍ଧାର ହୋଇଛି। ୧୬ ତାରିଖ ଦିନ ହଷ୍ଟେଲରୁ ଗଲାପରେ ଏହି ଛାତ୍ରମାନେ ମୁମ୍ବାଇ ପଳାଇଥିଲେ । ସୋମବାର ରାତିରେ ଟ୍ରେନରେ ଆସି ରାଉରକେଲା ରେଳ ଷ୍ଟେସନରୁ ସାରନଗରୀ ଯାଉଥିବା ବେଳେ ରାତି ପାଟ୍ରୋଲିଂ […]

b-90

b-90

Tapas Behera
  • Published: Tuesday, 20 August 2019
  • Updated: 20 August 2019, 04:36 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ବାରିପଦା ସିରିଷବଣି ସ୍ୱାମୀ ବିବେକାନନ୍ଦ ସ୍କୁଲରୁ ଗତ ଅଗଷ୍ଟ ୧୬ରେ ୩ ଜଣ ନବମ ଶ୍ରେଣୀ ଛାତ୍ର ନିଖୋଜ ଥିଲେ। ଆଜି ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ରାଉରକେଲା ଟାଙ୍ଗରପାଲି ଥାନା ପୁଲିସ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଜାମସେଦପୁରରୁ ଉଦ୍ଧାର ହୋଇଛି।

୧୬ ତାରିଖ ଦିନ ହଷ୍ଟେଲରୁ ଗଲାପରେ ଏହି ଛାତ୍ରମାନେ ମୁମ୍ବାଇ ପଳାଇଥିଲେ । ସୋମବାର ରାତିରେ ଟ୍ରେନରେ ଆସି ରାଉରକେଲା ରେଳ ଷ୍ଟେସନରୁ ସାରନଗରୀ ଯାଉଥିବା ବେଳେ ରାତି ପାଟ୍ରୋଲିଂ ପୋଲିସର ସନ୍ଦେହ ହୋଇଥିଲା । ପଚରାଉଚୁରା ପରେ ଜଣା ପଡିଥିଲା ଯେ, ମୁମ୍ବାଇରୁ ଫେରିବା ପରେ ଆଉ ଜଣେ ଛାତ୍ର ଜାମସେଦପୁର ଯାଇଛି। ବାରିପଦା ପୁଲିସ ଆଜି ଆସି ଟାଙ୍ଗର ପାଲି ଥାନାରୁ ଛାତ୍ର ଦୁଇଜଣଙ୍କୁ ନେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story