ଆଉ ୩ ମେଣ୍ଢାକୁ ମାରିଲା ଅଜଣା ଜନ୍ତୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ

<p>ନିଆଳି: ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ।&nbsp; ଗତକାଲି ରାତିରେ&nbsp; ନିଆଳି ବ୍ଲକ ଜାମୁଗରଡ଼ି ଗାଁରେ ପୁଣି ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବି ଆଜି ସକାଳେ ନିଆଳି-ଫୁଲନଖରା ରାସ୍ତାର କାଳିଆଘାଇ ଛକରେ ଲୋକେ ରାସ୍ତାରୋକ କରିଛନ୍ତି।</p> <p>ସମସ୍ତ ଉଦ୍ୟମ ସତ୍ତ୍ୱେ ମେଣ୍ଢା ଧରିବାରେ ବିଫଳ ହୋଇଛି ବନ ବିଭାଗ। ଅଜଣା ଜନ୍ତକୁ ଧରିବାକୁ ବାରିପଦା ଡିଏଫ୍ଓଙ୍କ ନେତୃତ୍ୱରେ ଶିମିଳିପାଳରୁ ଆସିଥିବା ୧୮ ଜଣିଆ ସ୍ୱତନ୍ତ୍ର ଟିମ୍ ଅଭିଯାନ ଜାରି ରଖିଛି।&nbsp; ବିଭିନ୍ନ ସ୍ଥାନରେ ୫୦ଟି କ୍ୟାମେରା ଟ୍ରାପ୍ ଲଗାଇବା ସହ ଡ୍ରୋନ କ୍ୟାମେରାର ମଧ୍ୟ ସାହାଯ୍ୟ ନେଉଛନ୍ତି ଦଳରେ ଥିବା ବନ୍ୟଜନ୍ତୁ ବିଶେଷଜ୍ଞ ।</p>

Ordigital Desk
  • Published: Thursday, 06 July 2017
  • Updated: 06 July 2017, 09:22 AM IST

Sports

Latest News

<p>ନିଆଳି: ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ।&nbsp; ଗତକାଲି ରାତିରେ&nbsp; ନିଆଳି ବ୍ଲକ ଜାମୁଗରଡ଼ି ଗାଁରେ ପୁଣି ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବି ଆଜି ସକାଳେ ନିଆଳି-ଫୁଲନଖରା ରାସ୍ତାର କାଳିଆଘାଇ ଛକରେ ଲୋକେ ରାସ୍ତାରୋକ କରିଛନ୍ତି।</p><p>ସମସ୍ତ ଉଦ୍ୟମ ସତ୍ତ୍ୱେ ମେଣ୍ଢା ଧରିବାରେ ବିଫଳ ହୋଇଛି ବନ ବିଭାଗ। ଅଜଣା ଜନ୍ତକୁ ଧରିବାକୁ ବାରିପଦା ଡିଏଫ୍ଓଙ୍କ ନେତୃତ୍ୱରେ ଶିମିଳିପାଳରୁ ଆସିଥିବା ୧୮ ଜଣିଆ ସ୍ୱତନ୍ତ୍ର ଟିମ୍ ଅଭିଯାନ ଜାରି ରଖିଛି।&nbsp; ବିଭିନ୍ନ ସ୍ଥାନରେ ୫୦ଟି କ୍ୟାମେରା ଟ୍ରାପ୍ ଲଗାଇବା ସହ ଡ୍ରୋନ କ୍ୟାମେରାର ମଧ୍ୟ ସାହାଯ୍ୟ ନେଉଛନ୍ତି ଦଳରେ ଥିବା ବନ୍ୟଜନ୍ତୁ ବିଶେଷଜ୍ଞ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos