୩ ଓଡ଼ିଆଙ୍କ ରାଡାରରେ ଥିଲା ‘ଅମ୍ଫାନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁଞ୍ଜୟ ମହାପାତ୍ର। ଆର. କେ.ଜେନାମଣି ଓ ଏସ୍‌ଏନ୍‌ ପ୍ରଧାନ। ଦିଲ୍ଲୀରେ ଏହି ୩ ଓଡ଼ିଆ ଅଧିକାରୀଙ୍କୁ ନେଇ ଚର୍ଚ୍ଚା। ବାତ୍ୟା ଅମ୍ପାନ ବାବଦରେ  ଟିକିନିକ୍‌ ତଥ୍ୟ ଓ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓଡ଼ିଶାର ଏହି ୩ ଅଧିକାରୀଙ୍କ ପ୍ରତି ଏବେ ଛୁଟିଛି ପ୍ରଶଂସାର ସୁଅ । ସୋଶାଲ ମିଡିଆରେ ଛାଇ ହୋଇଯାଇଛନ୍ତି ଏହି ୩ ଓଡ଼ିଆ ହିରୋ। ବାତ୍ୟା ଅମ୍ପାନ ବାବଦରେ ସିଠକ୍‌ ତଥ୍ୟ ଦେଇ ଲୋକଙ୍କୁ ସତର୍କ କରାଇବାରେ ଗୁରୁ […]

3-Odia-(1)-1

3-Odia-(1)-1

Tapas Behera
  • Published: Thursday, 21 May 2020
  • Updated: 22 May 2020, 08:04 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁଞ୍ଜୟ ମହାପାତ୍ର। ଆର. କେ.ଜେନାମଣି ଓ ଏସ୍‌ଏନ୍‌ ପ୍ରଧାନ। ଦିଲ୍ଲୀରେ ଏହି ୩ ଓଡ଼ିଆ ଅଧିକାରୀଙ୍କୁ ନେଇ ଚର୍ଚ୍ଚା। ବାତ୍ୟା ଅମ୍ପାନ ବାବଦରେ  ଟିକିନିକ୍‌ ତଥ୍ୟ ଓ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓଡ଼ିଶାର ଏହି ୩ ଅଧିକାରୀଙ୍କ ପ୍ରତି ଏବେ ଛୁଟିଛି ପ୍ରଶଂସାର ସୁଅ । ସୋଶାଲ ମିଡିଆରେ ଛାଇ ହୋଇଯାଇଛନ୍ତି ଏହି ୩ ଓଡ଼ିଆ ହିରୋ।

ବାତ୍ୟା ଅମ୍ପାନ ବାବଦରେ ସିଠକ୍‌ ତଥ୍ୟ ଦେଇ ଲୋକଙ୍କୁ ସତର୍କ କରାଇବାରେ ଗୁରୁ ଦାୟିତ୍ୱ ନେଇଥିଲେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଓ ସାଇକ୍ଲୋନ୍ ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଆର୍. କେ ଜେନାମଣି। ଭାରତୀୟ ପାଣିପାଗ ବିଭାଗର ସଠିକ୍‌ ଆକଳନ ଯୋଗୁ  ସଠିକ୍‌ ସମୟରେ ଲୋକେ ସଚେତନ ହୋଇପାରିଥିଲେ। ବାତ୍ୟା ବିଷୟରେ ଆଗୁଆ ଚେତାବନୀ, ଏହାର ସମ୍ଭାବ୍ୟ ଗତି ପଥ ଏବଂ ଲ୍ୟାଣ୍ଡଫଲ୍‌  ବାବଦରେ ପୂର୍ବନୁମାନ ସଠିକ୍‌ ହୋଇଥିବାରୁ ଏହାର ଶ୍ରେୟ ଉଭୟ ମୃତ୍ୟୁଞ୍ଜୟ ମହାପାତ୍ର ଓ ଆର୍. କେ ଜେନାମଣିଙ୍କୁ ଦିଆଯାଉଛି। ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ଗତ ବର୍ଷ ଆଇଏମଡିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ପୂର୍ବରୁ ସେ ଆଇଏମଡି ବାତ୍ୟା ସୂଚନା କେନ୍ଦ୍ରର ମୁଖ୍ୟ ଥିଲେ। ଅନେକ ବାତ୍ୟାର ସଠିକ୍ ଆକଳନ କରି ସେ ଆଦୃତ ହୋଇଥିଲେ। ଫୋନି ବାତ୍ୟାର ସଠିକ୍ ଆକଳନରେ ତାଙ୍କର ବହୁତ ବଡ଼ ଭୂମିକା ଥିଲା।

ସେହିପରି ମହାବାତ୍ୟାକୁ  ମୁକାବିଲାରେ ମଙ୍ଗ ଧରିଥିଲେ ଆଉ ଜଣେ ଓଡ଼ିଆ ଏସ୍‌ଏନ୍‌ ପ୍ରଧାନ। ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ ତଥା ଏନଡିଆରଏଫର ମହାନିର୍ଦ୍ଦେଶକ ଥିବା ଏସ୍‌ଏନ୍‌ ପ୍ରଧାନଙ୍କ ନୃତୃତ୍ୱରେ ହୋଇଥିବା ବିପର୍ଯ୍ୟୟ ପରିଚାଳନା ମଧ୍ୟ ବେଶ ପ୍ରଶଂସନୀୟ । ବାତ୍ୟା ପାଇଁ ଓଡ଼ିଶା ପାଇଁ ୨୦ଟି ଟିମ୍‌ ଏବଂ ପଶ୍ଚିମବଙ୍ଗ ପାଇଁ ୨୯ଟି ଟିମ୍‌ ମୁତୟନ କରାଯାଇଥିଲା। ଉଭୟ ରାଜ୍ୟର ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବାରେ ଏନଡିଆରଏଫ ଟିମ୍‌ର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଯାହାକୁ ମନିଟରିଂ କରୁଥିଲେ ଏସ୍‌ଏନ୍‌ ପ୍ରଧାନ।  ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ପ୍ରଧାନ ଝାଡ଼ଖଣ୍ଡ କ୍ୟାଡରରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ପ୍ରଧାନ। ଏବେ ଏହି ୩ ଓଡ଼ିଆଙ୍କ ପାରିବା ପଣିଆ ଓଡ଼ିଶାକୁ ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ରରେ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story