ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ; ସ୍ୱାମୀ ଓ ପିଲାଙ୍କୁ ନିସ୍ତୁକ ମାଡ଼

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘରୁ ଉଠାଇ ନେଇ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହିତ ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଉକ୍ତ ମହିଳା, ତାଙ୍କ ସ୍ୱାମୀ ଓ ପିଲାମାନେ ଶୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେମାନେ ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ […]

attack

attack

Jitendra Garnayak
  • Published: Saturday, 29 June 2019
  • Updated: 29 June 2019, 01:25 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘରୁ ଉଠାଇ ନେଇ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହିତ ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଉକ୍ତ ମହିଳା, ତାଙ୍କ ସ୍ୱାମୀ ଓ ପିଲାମାନେ ଶୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେମାନେ ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ବାନ୍ଧି ଦେଇଥିଲେ। ତାଙ୍କ ଦୁଇ ପୁଅଙ୍କୁ ବି ପିଟିଥିଲେ। ତା’ପରେ ସେମାନେ ତାଙ୍କୁ ଘୋଷାରି ଘୋଷାରି ବିଲ ମଝିକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ଦୁଷ୍କର୍ମ ଉଦ୍ୟମ କରିଥିଲେ।

ଉକ୍ତ ମହିଳା, ତାଙ୍କ ସ୍ୱାମୀ ଓ ପିଲାମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାମୀ ଏନେଇ ଥାନାରେ ବି ଏତଲା ଦେଇଛନ୍ତି। ତାଙ୍କ ଏତଲା ଆଧାରରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ଉକ୍ତ ମହିଳାଙ୍କ ସ୍ୱାମୀ କହିଛନ୍ତି,“ଦୁର୍ବୃତ୍ତମାନେ ଶାବଳ, କୋଦାଳ ବେଣ୍ଟ ଓ ଭୁଜାଲି ଧରି ଆସିଥିଲେ। ସେମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେମାନେ ଶାବଳରେ ମୋ ପେଟକୁ ଭୁସି ଦେବାକୁ ଚେଷ୍ଟା କରିଥିଲେ। ତା’ପରେ ମୋତେ ପିଟି ବେହୋସ କରି ଦେଇଥିଲେ। ଏହାପରେ ମୋ ସ୍ତ୍ରୀକୁ ଘୋଷାରି ଘୋଷାରି ନେଇ ଯାଇଥିଲେ। ମୋ ପୁଅକୁ ପିଟି ତା’ ହାତ ଭାଙ୍ଗି ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story