ଓଡ଼ିଶାରେ ସରିଲା ଏଫ୍‌‍ବିବି କଲର୍ସ ମିସ‌୍‍ଇଣ୍ଡିଆ ଅଡିସନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଫ୍‌ବିବି କଲର୍ସ ମିସ୍‌‍ଇଣ୍ଡିଆ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରୁ ତମନ୍ନା ବ୍ୟାସ, ଶୀତଲ ସାହୁ ଏବଂ ଅରୂପା ରଥ ଏପ୍ରିଲ ୨୩ ତାରିଖରେ ୱେଷ୍ଟର୍ଣ୍ଣ ‍କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତରେ ଭାଗ ନେଇ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିବେ। ଏହା ପରେ ସେମାନେ ଜୁନ ୧୫ ତାରିଖରେ ମୁମ୍ୱାଇରେ ହେବାକୁ ଯାଉଥିବା ଗ୍ରାଣ୍ଡ ଫିନାଲେରେ ଯୋଗଦେବେ।

miss-india.jpg11

miss-india.jpg11

Manoranjan Sial
  • Published: Saturday, 13 April 2019
  • Updated: 13 April 2019, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଫ୍‌ବିବି କଲର୍ସ ମିସ୍‌‍ଇଣ୍ଡିଆ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରୁ ତମନ୍ନା ବ୍ୟାସ, ଶୀତଲ ସାହୁ ଏବଂ ଅରୂପା ରଥ ଏପ୍ରିଲ ୨୩ ତାରିଖରେ ୱେଷ୍ଟର୍ଣ୍ଣ ‍କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତରେ ଭାଗ ନେଇ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିବେ।

ଏହା ପରେ ସେମାନେ ଜୁନ ୧୫ ତାରିଖରେ ମୁମ୍ୱାଇରେ ହେବାକୁ ଯାଉଥିବା ଗ୍ରାଣ୍ଡ ଫିନାଲେରେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos