ନାବାଳକ ଆଥ୍‌ଲେଟ୍‌ଙ୍କୁ ଯୌନ ନିର୍ଯାତନା ମାମଲାରେ ୩ ସିନିୟର ଆଥ୍‌ଲେଟ୍‌ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଷ୍ଟେଟ୍ ଆଥଲେଟିକ୍ ମିଟ୍ ଅବସରରେ ଜଣେ ଖେଳାଳିଙ୍କୁ ଯୌନ ନିର୍ଯାତନା ଦିଆଯିବା ଅଭିଯୋଗ ୩ ଜଣଙ୍କୁ ଗିରଫ କରିଛି ଇନ୍‌ଫୋସିଟି ଥାନା ପୁଲିସ୍। ଗିରଫ ୩ ସିନିୟର ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ୨ ଜଣ- ସୂରଜ ଠାକୁର ଓ ଜଗନ୍ନାଥ ଦାସ ରାଉରକେଲା ଟିମ୍‌ରୁ ଭାଗ ନେଇଥିଲେ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆଶିଷ ପାତ୍ର ପୋଷ୍ଟାଲ୍ ଟିମ୍ ପକ୍ଷରୁ ଭାଗ ନେଇଥିଲେ। ଏହି ଘଟଣାଟି […]

Accused

Accused

Jitendra Garnayak
  • Published: Monday, 11 April 2022
  • Updated: 11 April 2022, 06:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଷ୍ଟେଟ୍ ଆଥଲେଟିକ୍ ମିଟ୍ ଅବସରରେ ଜଣେ ଖେଳାଳିଙ୍କୁ ଯୌନ ନିର୍ଯାତନା ଦିଆଯିବା ଅଭିଯୋଗ ୩ ଜଣଙ୍କୁ ଗିରଫ କରିଛି ଇନ୍‌ଫୋସିଟି ଥାନା ପୁଲିସ୍। ଗିରଫ ୩ ସିନିୟର ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ୨ ଜଣ- ସୂରଜ ଠାକୁର ଓ ଜଗନ୍ନାଥ ଦାସ ରାଉରକେଲା ଟିମ୍‌ରୁ ଭାଗ ନେଇଥିଲେ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆଶିଷ ପାତ୍ର ପୋଷ୍ଟାଲ୍ ଟିମ୍ ପକ୍ଷରୁ ଭାଗ ନେଇଥିଲେ।

ଏହି ଘଟଣାଟି ଗତକାଲିର। ପୀଡ଼ିତ ନାବାଳକ ଆଥ୍‌ଲେଟ୍‌ଙ୍କ ଅଭିଯୋଗ ଅନୁଯାୟୀ, ସେ ଲଙ୍ଗ୍ ଜମ୍ପରେ ଭଲ ପ୍ରଦର୍ଶନ ନ କରିବାରୁ ଏହି ସିନିୟର ଆଥ୍‌ଲେଟ୍‌ମାନେ ତାଙ୍କୁ ଡାକି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତା’ସହିତ ଆଣ୍ଠେଇ ଦେଇଥିଲେ। କିନ୍ତୁ ଏତିକିରେ ସରି ନଥିଲା ସେମାନଙ୍କ ନିର୍ଯାତନା। ଅଭିଯୁକ୍ତମାନେ ତାଙ୍କୁ ଉଲଗ୍ନ କରି ପାଖ ରୁମ୍‌ରେ ତାଙ୍କ (ପୀଡ଼ିତଙ୍କ) ସାଥୀମାନଙ୍କୁ ଡାକି ଦେଖାଇଥିଲେ। ଏମିତିକି ସେମାନେ ନାବାଳକ ଆଥ୍‌ଲେଟ୍ ଜଣଙ୍କ ଉଲଗ୍ନ ଅବସ୍ଥାରେ ଥିବା ବେଳେ ଭିଡିଓ କଲ୍ କରି ସେମାନଙ୍କ ବନ୍ଧୁମାନଙ୍କୁ ନିର୍ଯାତନାର ଦୃଶ୍ୟ ଦେଖାଇଥିଲେ।

ଏହି ଘଟଣା ପରେ ପୀଡ଼ିତଙ୍କ ପକ୍ଷରୁ ଗତକାଲି ଇନ୍‌ଫୋସିଟି ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ୪ ଜଣ ସିନିୟର ଆଥ୍‌ଲେଟ୍‌ଙ୍କୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ପୀଡ଼ିତଙ୍କ ମା’ଙ୍କ କହିବା ଅନୁଯାୟୀ ପୁଲିସ୍ ତାଙ୍କୁ ଏଫ୍‌ଆଇଆର୍ କପି ଦେଇ ନଥିଲା। ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦେଖି ଆଜି ସେମାନେ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଡିସିପିଙ୍କୁ ସାକ୍ଷାତ କରିବା ପରେ ଇନ୍‌ଫୋସିଟି ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଡିସିପି କହିଛନ୍ତି, ଇନ୍‌ଫୋସିଟି ଥାନା ଅଧିକାରୀ ଘଟଣାର ତଦନ୍ତ କରୁଥିବା ବେଳେ ଜଣେ ଏସିପି ଏହାର ତଦାରଖ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story