ଗାନ୍ଧି ଜୟନ୍ତୀରେ ଅଘଟଣ: ସମୁଦ୍ରରେ ବୁଡ଼ି ଗଲେ ୩ ଛାତ୍ର

ପାରାଦୀପ( ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ଗାନ୍ଧି ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାରାଦୀପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ୩ ଜଣ ସ୍କୁଲ ଛାତ୍ରଙ୍କ ସହ ଅଘଟଣ ଘଟିଛି। ପାରାଦୀପ ପୌରପାଳିକା ପକ୍ଷରୁ ଲାଇଟ୍‌ ହାଉସ୍‌ ନିକଟ ବେଳାଭୂମିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ୩ ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ […]

sea

sea

Jyoshna Pradhan
  • Published: Tuesday, 02 October 2018
  • Updated: 02 October 2018, 11:26 AM IST

Sports

Latest News

ପାରାଦୀପ( ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ଗାନ୍ଧି ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାରାଦୀପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ୩ ଜଣ ସ୍କୁଲ ଛାତ୍ରଙ୍କ ସହ ଅଘଟଣ ଘଟିଛି।

ପାରାଦୀପ ପୌରପାଳିକା ପକ୍ଷରୁ ଲାଇଟ୍‌ ହାଉସ୍‌ ନିକଟ ବେଳାଭୂମିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ୩ ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି।

ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାକୁ ସିଆଇଏସ୍ଏଫ୍, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ୟମ ଜାରି ରଖିଛନ୍ତି। ସମସ୍ତ ଛାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ବୋଲି ଜଣାପଡ଼ିଛି।

https://www.youtube.com/watch?v=ocY4H_gL2ws

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story