୭୦ ଲକ୍ଷର ଟାଙ୍କି କାମରେ ଆସୁନି, ଶୋଷରେ ୩୦୦୦ ଗାଁ ଲୋକ!

କୋଣାର୍କ (ସଞ୍ଜୟ ପତି): ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହୋଇଥିଲା ଓଭର ହେଡ୍‌ ଟ୍ୟାଙ୍କ। ହେଲେ କାମରେ ଆସୁନି। ଯେଉଁଥିପାଇଁ ଶୋଷରେ ରହିଛନ୍ତି ୩୦୦୦ରୁ ଅଧିକ ଲୋକ! କିଛି ଉପାୟ ନପାଇ ଗାଁ ଲୋକେ ଆଇରନ୍‌ ପାଣି ପିଉଛନ୍ତି। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲାରୁ। ଅସ୍ତରଙ୍ଗ ବ୍ଲକ କୋରଣା ପଞ୍ଚାୟତର ଭୂତଳ ଜଳ ଖାରିଆ ଓ ଆଇରନ ଯୁକ୍ତ। ତେଣୁ ଲୋକମାନେ ପିଇବା ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଏନେଇ ବାରମ୍ୱାର […]

Konark

Konark

Manoranjan Sial
  • Published: Thursday, 15 September 2022
  • Updated: 15 September 2022, 05:40 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହୋଇଥିଲା ଓଭର ହେଡ୍‌ ଟ୍ୟାଙ୍କ। ହେଲେ କାମରେ ଆସୁନି। ଯେଉଁଥିପାଇଁ ଶୋଷରେ ରହିଛନ୍ତି ୩୦୦୦ରୁ ଅଧିକ ଲୋକ! କିଛି ଉପାୟ ନପାଇ ଗାଁ ଲୋକେ ଆଇରନ୍‌ ପାଣି ପିଉଛନ୍ତି। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲାରୁ।

ଅସ୍ତରଙ୍ଗ ବ୍ଲକ କୋରଣା ପଞ୍ଚାୟତର ଭୂତଳ ଜଳ ଖାରିଆ ଓ ଆଇରନ ଯୁକ୍ତ। ତେଣୁ ଲୋକମାନେ ପିଇବା ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଏନେଇ ବାରମ୍ୱାର ଅଭିଯୋଗ କରିବା ପରେ ନାନା ପରୀକ୍ଷା ନିରୀକ୍ଷା କରି ୫ଟି ଗାଁର ତିନି ହଜାରରୁ ଅଧିକ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ୨୦୧୯ ମସିହାରେ ୭୦ ଲକ୍ଷ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ କରାଯାଇଥିଲା ଓଭର ହେଡ୍‌ ଟ୍ୟାଙ୍କ। ପଦାସାହିରେ ଏହି ଓଭର ହେଡ୍‌ ଟ୍ୟାଙ୍କ ନିର୍ମାଣ କରାଯାଇଥିଲା। ଏପରିକି ପ୍ରତି ସାହିକୁ ପାଣି ପାଇପ୍‌ ବିଛାଯାଇଥିଲା ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲା।

ପାଣି ପାଇବା ବିଛାଯିବାକୁ ଦେଖି ଗାଁ ଲୋକେ ଉତ୍ସାହିତ ହୋଇପଡ଼ିଥିଲେ। ପାନୀୟ ଜଳର ଅଭାବ ଦୂର ହୋଇଗଲା ବୋଲି ଭାବୁଥିଲେ। ମହାଆଡମ୍ୱରେ ଆରମ୍ଭ ହୋଇଥିବା ପ୍ରକଳ୍ପ ମାସେ ଗଲାନି। ସାହି ସାହିକୁ ବିଛା ଯାଇଥିବା ପାଣି ପାଇପ ଭାଟି ଯାଇଛି। ଷ୍ଟାଣ୍ଡ ପୋଷ୍ଟ ଗୋଡ଼ିକ ଭାଙ୍ଗି ଗଲାଣି। ଲୋକେ ବର୍ତ୍ତମାନ ପୂର୍ବ ପରି ପାଣି ଶୋଷରେ ଜୀବନ ଅତିବାହିତ କରୁଛନ୍ତି। କେହି କେହି ଭାଗ୍ୟକୁ ଆଦରି ଭୂତଳ ଖାରିଆ ଓ ଆଇରନ ଯୁକ୍ତ ପିଇବାକୁ ବାଧ୍ୟ ହେଉଛନ୍ତି।

କୋମାରେ ପଡ଼ିଥିବା ପାନୀୟ ଜଳ ପ୍ରକଳ୍ପ ନେଇ ଗାଁ ଲୋକେ ପାନୀୟ ଜଳ ଯୋଗାଣ ବିଭାଗ ପାଖରେ ବାରମ୍ୱାର ଅଭିଯୋଗ କରିଥିଲେ। ହେଲେ କୌଣସି ଅଧିକାରୀ ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଗାଁର ଜଣେ ମହିଳା କହିଛନ୍ତି, “ଆମର ଏଠି ଆଇରନ୍‌ ପାଣି ବାହାରୁଛି। ସେହି ପାଣି ପିଇବା ଉପଯୋଗୀ ନୁହେଁ। ତେଣ ପ୍ରକଳ୍ପ ଉପରେ ନିର୍ଭର କରୁଥିଲୁ। ହେଲେ ନିମ୍ନ ମାନର କାମ ଯୋଗୁ ବିଛା ଯାଇଥିବା ଫାଟି ଯାଇଛି। ଯେଉଁଥିପାଇଁ ପ୍ରକଳ୍ପ କାମରେ ଆସୁନି। ଆମେ ପୂର୍ବ ପରି ଆଇରନ୍‌ ପାଣି ପିଉଛୁ।”

ଗାଁର ଜଣେ ବ୍ୟକ୍ତି କହିଛନ୍ତି, “ନିମ୍ନମାନର କାମ ହୋଇଛି। ଯେଉଁଥିପାଇଁ ମାଟି ତଳେ ବିଛା ଯାଇଥିବା ପାଇପ ଫାଟି ଯାଇଛି। ପ୍ରକଳ୍ପ କାମରେ ଆସୁନାହିଁ। ଏନେଇ ପଞ୍ଚାୟତରେ ଅଭିଯୋଗ କରିଛୁ। ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story