ମା’ ବିରଜାଙ୍କ ଦର୍ଶନ ସାରି ଫେରୁଥିଲେ, ଉପରୁ ଖସିଲା ମୃତ୍ୟୁ

ଯାଜପୁର(ଗୁଲାମ ଗସ୍‌ ) ଗଛ ପଡ଼ି ୩ବର୍ଷ ର ବାଳକ ମୃତ। ଏଭଳି ଅଭାବନୀୟ ଘଟଣା ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ ଘଟିଛି। ମୃତ ବାଳକ ହେଲେ ସୁନନ୍ଦ ବିନ୍ଧାଣିଙ୍କ ପୁଅ ରାହୁଲ ବିନ୍ଧାଣି ।  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’  ବିରଜାଙ୍କ ଦର୍ଶନ ସାରି  ଭଦ୍ରକ ଜିଲ୍ଲା ଆଗରପଡ଼ାର ଆଡ଼ିଆ ଗ୍ରାମର ଏକ ପରିବାର  ବାଇକ ଯୋଗେ ଘରକୁ ଫେରୁଥିଲେ। ଫେରିବା ସମୟରେ ଯୋଡିକୁଅ ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଏକ […]

68

68

Tapas Behera
  • Published: Saturday, 27 February 2021
  • Updated: 27 February 2021, 02:59 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌ ) ଗଛ ପଡ଼ି ୩ବର୍ଷ ର ବାଳକ ମୃତ। ଏଭଳି ଅଭାବନୀୟ ଘଟଣା ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ ଘଟିଛି। ମୃତ ବାଳକ ହେଲେ ସୁନନ୍ଦ ବିନ୍ଧାଣିଙ୍କ ପୁଅ ରାହୁଲ ବିନ୍ଧାଣି ।  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’  ବିରଜାଙ୍କ ଦର୍ଶନ ସାରି  ଭଦ୍ରକ ଜିଲ୍ଲା ଆଗରପଡ଼ାର ଆଡ଼ିଆ ଗ୍ରାମର ଏକ ପରିବାର  ବାଇକ ଯୋଗେ ଘରକୁ ଫେରୁଥିଲେ। ଫେରିବା ସମୟରେ ଯୋଡିକୁଅ ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଏକ ବିଶାଳ ଚାକୁଣ୍ଡା ଗଛ ବାଇକ ଉପରେ ପଡ଼ିବା ଫଳରେ ସମ୍ପୂର୍ଣ୍ଣ ପରିବାର ଗଛ ତଳେ ଚାପି ହୋଇଯାଇଥିଲେ। ମୁଖ୍ୟତଃ ସେଠାରେ ରାସ୍ତା ପ୍ରସସ୍ତିକରଣ ପାଇଁ ଉକ୍ତ ଚାକୁଣ୍ଡା ଗଛକୁ କଟାଯାଉ ଥିଲା। ଏଥିପାଇଁ କୌଣସି ପ୍ରିକସନ ନିଆଯାଇ ନଥିଲା ବେଳେ ସତର୍କ ମଧ୍ୟ କରାଯାଇ ନଥିଲା। ତେବେ ବାଇକଟି ଫେରୁଥିବା ବେଳେ ଗଛଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ।

ସେଠାରେ ଡାକ୍ତର ତିନି ବର୍ଷର ବାଳକକୁ ମୃତ୍ୟୁ ଘୋଷଣା କରିଥିଲେ। ବାପା, ମା ଏବଂ ଝିଅ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ଯାଜପୁର ଟାଉନ ପୋଲିସ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଁଚି ଉତ୍ୟକ୍ତ ଲୋକମାଙ୍କୁ ବୁଝାଶୁଝା କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story