ନଦୀରେ ବୁଡ଼ି ଜଣକର ମୃତ୍ୟୁ, ୨ ନିଖୋଜ

ରାଉରକେଲା(ଓଡ଼ିଶା ରିପୋର୍ଟର): ନଦୀ ବୁଡ଼ି ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ରାଉରକେଲା କୋଏଲ ନଦୀରେ ରବିବାର ଅପରାହ୍ନରେ ୩ ଜଣ ଯୁବକ ଗାଧୋଉଥିବା ବେଳେ ଜଳ ସ୍ରୋତରେ ଭାସି ଯାଇଥିଲେ । ପିକନିକ୍ କରିବାକୁ କିଛି ଯୁବକ ଯାଇଥିବା ବେଳେ କେତେଜଣ ଝରିପାଣି ନିକଟ କୋଏଲ ନଦୀରେ ଗାଧୋଉଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଯୁବକ ଭାସି ଯାଇଥିଲେ । ତେବେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ […]

909

909

Tapas Behera
  • Published: Sunday, 20 December 2020
  • Updated: 20 December 2020, 03:27 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ନଦୀ ବୁଡ଼ି ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ରାଉରକେଲା କୋଏଲ ନଦୀରେ ରବିବାର ଅପରାହ୍ନରେ ୩ ଜଣ ଯୁବକ ଗାଧୋଉଥିବା ବେଳେ ଜଳ ସ୍ରୋତରେ ଭାସି ଯାଇଥିଲେ । ପିକନିକ୍ କରିବାକୁ କିଛି ଯୁବକ ଯାଇଥିବା ବେଳେ କେତେଜଣ ଝରିପାଣି ନିକଟ କୋଏଲ ନଦୀରେ ଗାଧୋଉଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଯୁବକ ଭାସି ଯାଇଥିଲେ । ତେବେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଏବେବି ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos