କ୍ରାଇମ୍‌ବ୍ରାଞ୍ଚ ଜାଲରେ ହାତୀ-ବାଘ ଶିକାରୀ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ମାତିଛନ୍ତି ବନ୍ୟପ୍ରାଣୀ ଶିକାରୀ। ଶିକାର କରି ମାଲେମାଲ ହେଉଛନ୍ତି ସେମାନେ। ଯେଉଁ ରାକେଟ ଏବେ କ୍ରାଇମ୍‌ବ୍ରାଞ୍ଚ ଜାଲରେ ଧରାପଡ଼ିଛି। ବିକ୍ରି ପାଇଁ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ସହ ହାତୀ ଦାନ୍ତ ଜବତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ STF ଏବଂ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ […]

bvb

bvb

Tapas Behera
  • Published: Monday, 08 February 2021
  • Updated: 08 February 2021, 05:00 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ମାତିଛନ୍ତି ବନ୍ୟପ୍ରାଣୀ ଶିକାରୀ। ଶିକାର କରି ମାଲେମାଲ ହେଉଛନ୍ତି ସେମାନେ। ଯେଉଁ ରାକେଟ ଏବେ କ୍ରାଇମ୍‌ବ୍ରାଞ୍ଚ ଜାଲରେ ଧରାପଡ଼ିଛି। ବିକ୍ରି ପାଇଁ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ସହ ହାତୀ ଦାନ୍ତ ଜବତ କରାଯାଇଛି।

କ୍ରାଇମ୍‌ବ୍ରାଞ୍ଚ STF ଏବଂ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଘ ଚମଡ଼ା ଓ ହାତୀ ଦାନ୍ତ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାରେ ଡିଲ୍ ହେଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଚଢ଼ାଉ କରିଥିଲା।

କେନ୍ଦୁଝରରେ ସର୍ଚ୍ଚ ଅପରେସନ ବେଳେ ଅଭିଯୁକ୍ତମାନେ ଖସିବାକୁ ଉଦ୍ୟମ କରିଥିଲେ। ହେଲେ ଶେଷରେ STF ହାତରେ ଧରାପଡ଼ିଥିଲେ। ଅଭିଯୁକ୍ତମାନେ ବାଘ ଚମଡ଼ା ଓ ହାତୀ ଦାନ୍ତ କେଉଁଠୁ ଆଣିଲେ ସେନେଇ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story