ହାତୀ ଛୁଆକୁ ଖାଇଗଲା ମହାବଳ ବାଘ!

ବାରିପଦା (ମାନିକ ଲାଲ ପାଣି): ହାତୀ ଛୁଆକୁ ଖାଇଗଲା ମହାବଳ ବାଘ! ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ଖଣ୍ଡ ଅଧୀନସ୍ଥ ଗାରଗା ବିଟ୍‌ ନିକଟସ୍ଥ ଟୁଙ୍ଗୁରୁ ସଂଗ୍ରକ୍ଷିତ ଜଙ୍ଗଲରୁ ଆସିଛି। ବନ ବିଭାଗ ହାତୀ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଛୁଆର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ରାଇରଙ୍ଗପୁର ବନ […]

tiger

tiger

Manoranjan Sial
  • Published: Monday, 15 February 2021
  • Updated: 15 February 2021, 07:09 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): ହାତୀ ଛୁଆକୁ ଖାଇଗଲା ମହାବଳ ବାଘ! ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ଖଣ୍ଡ ଅଧୀନସ୍ଥ ଗାରଗା ବିଟ୍‌ ନିକଟସ୍ଥ ଟୁଙ୍ଗୁରୁ ସଂଗ୍ରକ୍ଷିତ ଜଙ୍ଗଲରୁ ଆସିଛି। ବନ ବିଭାଗ ହାତୀ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଛୁଆର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ରାଇରଙ୍ଗପୁର ବନ ବିଭାଗର ଦୁଇ ଏସିଏଫ୍‌ ଓ ବିଶୋଇ, ରାଇରଙ୍ଗପୁର ରେଞ୍ଜ ଅଫିସର ଘଟଣାସ୍ଥଳକୁ ଯାଇଥିଲେ। ସେମାନଙ୍କ ସାଥୀରେ ଯାଇଥିବା ଡାକ୍ତରୀ ଦଳ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିଛନ୍ତି।

[caption id="attachment_619634" align="aligncenter" width="650"]baripada ଜଙ୍ଗଲରେ ପଡ଼ିଛି ମୃତ ହାତୀ ଛୁଆ[/caption]

ମୃତ ହାତୀ ଛୁଆର ବୟସ ଦୁଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀ ଛୁଆର ଶୁଣ୍ଢ ନ ଥିବା ବେଳେ ପଛ ପର୍ଶ୍ୱରୁ ମାଂସ ଓ ଚମଡା ନଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ପାଦ ଚିହ୍ନରୁ ହାତୀ ଛୁଆକୁ ମହାବଳ ବାଘ ଆକ୍ରମଣ କରିଥିବା ବନ ବିଭାଗ ଅନୁମାନ କରୁଛି। ପୂର୍ବରୁ ଏହି ସ୍ଥାନରେ ମହାବଳ ବାଘ ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।  

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଦିନ ତଳେ ଏକ ହାତୀ ପଲ ଜନବସତି ଅଞ୍ଚଳରେ ଘୂରି ବୁଲୁଥିଲେ। ସେମାନଙ୍କ ଭିତରୁ ଛୁଆ ହାତୀଟି ପଲରୁ ଅଲଗା ହୋଇଯାଇଥିଲା। ହାତୀଟି ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ରହୁଥିଲା। ହାତୀ ଛୁଆକୁ ଏକୁଟିଆ ପାଇ ମହାବଳ ବଘ ଶିକାର କରିଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story