ଘାଟିରେ ବୁଲୁଛି କଲରାପତରିଆ ବାଘ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଘାଟି ରାସ୍ତାରେ ବୁଲୁଛି କଲରାପତରିଆ ବାଘ । ରାତିରେ କ୍ୟାମେରାରେ କଏଦ ହୋଇଛି ବାଘର ଗତିବିଧି । କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ବୁଲୁଛି କଲରାପତରିଆ ବାଘ । ଗତ ରାତିରେ ଘାଟି ଦେଇ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଆଲୋକ ପାଣିଗ୍ରାହୀ ଏହି ବାଘ ବୁଲୁଥିବା ଦେଖି ଫଟୋ ଉଠାଇଥିଲେ । ପୂର୍ବରୁ ଏହି ଘାଟି ରାସ୍ତାରେ ଭାଲୁ ଦେଖିବାକୁ ମିଳିଥିଲା । ଏବେ କଲରାପତରିଆ  ବାଘ ବୁଲୁଥିବା ଖବର ପ୍ରଚାରିତ ହେବା […]

tiger

Niharika Rout
  • Published: Wednesday, 06 January 2021
  • , Updated: 06 January 2021, 03:11 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଘାଟି ରାସ୍ତାରେ ବୁଲୁଛି କଲରାପତରିଆ ବାଘ । ରାତିରେ କ୍ୟାମେରାରେ କଏଦ ହୋଇଛି ବାଘର ଗତିବିଧି । କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ବୁଲୁଛି କଲରାପତରିଆ ବାଘ ।

ଗତ ରାତିରେ ଘାଟି ଦେଇ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଆଲୋକ ପାଣିଗ୍ରାହୀ ଏହି ବାଘ ବୁଲୁଥିବା ଦେଖି ଫଟୋ ଉଠାଇଥିଲେ । ପୂର୍ବରୁ ଏହି ଘାଟି ରାସ୍ତାରେ ଭାଲୁ ଦେଖିବାକୁ ମିଳିଥିଲା । ଏବେ କଲରାପତରିଆ  ବାଘ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି।

ଅଧିକ ପଢ଼ନ୍ତୁ : ସ୍କୁଲ ଖୋଲିବା ମାତ୍ରେ ୫୦ ଶିକ୍ଷକଙ୍କୁ କରୋନା, ବନ୍ଦ ହେଲା ଏକାଧିକ ବିଦ୍ୟାଳୟ

 

Related story