ଓଡ଼ିଶା ବାଘଙ୍କ ଦମ୍‌ ନାହିଁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବନ୍ୟଯନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଗଲା ୪ ବର୍ଷରେ ଦେଶର ବାଘ ସଂଖ୍ୟା ୭୪୧ଟି ବଢିଛି । ପ୍ରଧାନମନ୍ତ୍ରୀ ମୋଦି ଆଜି ନୂଆଦିଲ୍ଲୀରେ ୨୦୧୮ ବର୍ଷର ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିଛନ୍ତି। ତେବେ ଓଡ଼ିଶା ପାଇଁ ଏହି ରିପୋର୍ଟ କିନ୍ତୁ ନିରୁତ୍ସାହଜନକ। କାରଣ ୨୦୧୪  କେନ୍ଦ୍ରୀୟ ଗଣନାରେ  ରାଜ୍ୟରେ ୨୮ଟି ବାଘ ଥିବା ଦର୍ଶା ଯାଇଥିବା ବେଳେ ୨୦୧୮ ରିପୋର୍ଟରେ  ବି ସଂଖ୍ୟା ସମାନ ରହିଛି। ରାଜ୍ୟରେ ବାଘ ସଂଖ୍ୟା କାହିଁକି […]

tiop-1

tiop-1

Tapas Behera
  • Published: Monday, 29 July 2019
  • Updated: 29 July 2019, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବନ୍ୟଯନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଗଲା ୪ ବର୍ଷରେ ଦେଶର ବାଘ ସଂଖ୍ୟା ୭୪୧ଟି ବଢିଛି । ପ୍ରଧାନମନ୍ତ୍ରୀ ମୋଦି ଆଜି ନୂଆଦିଲ୍ଲୀରେ ୨୦୧୮ ବର୍ଷର ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିଛନ୍ତି। ତେବେ ଓଡ଼ିଶା ପାଇଁ ଏହି ରିପୋର୍ଟ କିନ୍ତୁ ନିରୁତ୍ସାହଜନକ। କାରଣ ୨୦୧୪  କେନ୍ଦ୍ରୀୟ ଗଣନାରେ  ରାଜ୍ୟରେ ୨୮ଟି ବାଘ ଥିବା ଦର୍ଶା ଯାଇଥିବା ବେଳେ ୨୦୧୮ ରିପୋର୍ଟରେ  ବି ସଂଖ୍ୟା ସମାନ ରହିଛି।

ରାଜ୍ୟରେ ବାଘ ସଂଖ୍ୟା କାହିଁକି ବଢୁନି ସେନେଇ ବନ ବିଭାଗ ନିକଟରେ ନିର୍ଦ୍ଦିଷ୍ଟ ଉତ୍ତର ନଥିବା ବେଳେ ଗତ ଥର ଭଳି ଏଥର ମଧ୍ୟ ରାଜ୍ୟ ନିଜସ୍ୱ ଗଣନା କରିବ ବୋଲି ସୂଚନା ମିଳିଛି।

ଓଡ଼ିଶାରେ ବଢୁନି ବାଘ ସଂଖ୍ୟା। ନ୍ୟାଶନାଲ୍ ଟାଇଗର କନଜର୍ଭେସନ ଅଥରିଟି-ଏନ୍‌ଟିସିଏ ଏବଂ  କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଗଲା ୪ ବର୍ଷରେ ରାଜ୍ୟରେ ବାଘଙ୍କ ସଂଖ୍ୟାରେ ଆଦୌ ବୃଦ୍ଧି ଘଟିନଥିବା ଦର୍ଶାଯାଇଛି।  ୨୦୧୪ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ୨୦୧୮ରେ ମଧ୍ୟ  ସଂଖ୍ୟା ସମାନ ରହିଛି। ତେବେ ଉଦ୍‌ବେଗର ବିଷୟ ହେଉଛି ୨୦୧୪ରେ ୨୪ ଟିରୁ ୩୨ଟି ବାଘ ଥିବା ଗଣତି କରାଯାଇଥିବା ବେଳେ ୨୦୧୮ରେ ୨୬ରୁ ୩୦ ବାଘ ଥିବା ଗଣନା କରାଯାଇଛି। ଏହାର ଅନୁପାତ ବାହାର କରି ବାଘ ସଂଖ୍ୟା ୨୮ ବୋଲି କୁହାଯାଉଛି। ଗତବର୍ଷ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ହେମଗିରିର ଗର୍ଜନପାହାଡ଼ରେ ବାଘୁଣୀ ସହ ଛୁଆଙ୍କ ଫଟୋ ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଥିଲା।

ସେହିଭଳି ଡେବ୍ରିଗଡ଼ ଜଙ୍ଗଲରେ ମଧ୍ୟ ବାଘଙ୍କ ଫଟୋ ଉଠାଇଥିଲା ଟ୍ରାପ୍ କ୍ୟାମେରା । ସେ ଦୃଷ୍ଟିରୁ ଏନଟିସିଏର ତଥ୍ୟକୁ ମାନିବାକୁ ରାଜି ନୁହେଁ ରାଜ୍ୟ ବନ ବିଭାଗା ୨୦୧୪ର କେନ୍ଦ୍ରୀୟ ଗଣନାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ରେ ନିଜସ୍ୱ ଗଣନା କରାଯାଇଥିଲା । ଏହି ଗଣନାରୁ ରାଜ୍ୟରେ ବାଘଙ୍କ ସଂଖ୍ୟା ୪୦ ବୋଲି କୁହାଯାଇଥିଲା । କେବଳ କ୍ୟାମେରା ଟ୍ରାପ୍ ପଦ୍ଧତିରେ କେନ୍ଦ୍ରୀୟ ଗଣନା କରାଯାଉଥିବାରୁ ବନ ବିଭାଗ ଏହାକୁ ଗ୍ରହଣ କରୁନି।

ବାଘ ଗଣନା ରିପୋର୍ଟ ଓଡ଼ିଶା ପାଇଁ ନୈରାଶ୍ୟଜନକ ହୋଇଥିଲେ ବି ଦେଶ ପାଇଁ ବେଶ ଉତ୍ସାହଜନକ। ୨୦୦୬ରୁ ୨୦୧୮ ଅର୍ଥାତ ଗଲା ୧୨ ବର୍ଷରେ ଦେଶରେ ବାଘସଂଖ୍ୟା ଦୁଇଗୁଣରୁ ଅଧିକ ବଢ଼ିଛିା ୨୦୦୬ରେ ୧୪୧୧ଟି ବାଘ ଥିବା ବେଳେ ଏବେ ସଂଖ୍ୟା ୨୯୬୭ରେ ପହଞ୍ଚିଛି । ଚଳିତଥର ପ୍ରାୟ ୪୦ ହଜାର ବନ କର୍ମଚାରୀ ୧୫ ମାସ ଧରି ଦେଶର ୧୮ଟି ରାଜ୍ୟରେ ବାଘ ଗଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିବା ଅବସରରେ ସମଗ୍ର ବିଶ୍ୱର ୭୦ ପ୍ରତିଶତ ବାଘ ଭାରତରେ ଥିବା କହିଛନ୍ତି।

କେବଳ କ୍ୟାମେରା ଟ୍ରାପ୍ ପଦ୍ଧତିରେ କେନ୍ଦ୍ରୀୟ ଗଣନା କରାଯାଉଥିବା ବେଳେ ଓଡ଼ିଶାରେ କ୍ୟାମେରା ଟ୍ରାପ୍ ସହ ପଗ୍ ମାର୍କ ଆଧାରରେ ଗଣନା ହେଉଛି। ଫଳରେ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ରହୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story