ଫାଶରେ ଫସିଲା କଲରାପତରିଆ ବାଘ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଶିକାର କରିବାକୁ ଆସି ଫାଶରେ ଫସିଗଲା କଲରାପତରିଆ ବାଘ। ଆଜି ଏପରି ଚିତ୍ର ଗଞ୍ଜାମ ଜିଲ୍ଲାରୁ ଆସିଛି। ତେବେ କିଏ ଏହି ଫାସ ବସାଇଥିଲା, ତାହା ଜଣାପଡ଼ି ନାହିଁ। ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାର୍‌ହା ଧରିବା ପାଇଁ ବିଛା ଯାଇଥିଲା ଫାସ୍‌। ଆଉ ସେହି ଫାସରେ ଫସି ଯାଇଥିଲା କଲରା ପତାରିଆ ବାଘ। ଫାସରେ ପଡ଼ିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ […]

tiger

tiger

Manoranjan Sial
  • Published: Thursday, 28 January 2021
  • Updated: 28 January 2021, 03:45 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଶିକାର କରିବାକୁ ଆସି ଫାଶରେ ଫସିଗଲା କଲରାପତରିଆ ବାଘ। ଆଜି ଏପରି ଚିତ୍ର ଗଞ୍ଜାମ ଜିଲ୍ଲାରୁ ଆସିଛି। ତେବେ କିଏ ଏହି ଫାସ ବସାଇଥିଲା, ତାହା ଜଣାପଡ଼ି ନାହିଁ।

ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାର୍‌ହା ଧରିବା ପାଇଁ ବିଛା ଯାଇଥିଲା ଫାସ୍‌। ଆଉ ସେହି ଫାସରେ ଫସି ଯାଇଥିଲା କଲରା ପତାରିଆ ବାଘ। ଫାସରେ ପଡ଼ିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଫାସରୁ ବାଘ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି।

ବାଘକୁ ପ୍ରଥମେ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ପରେ ତାକୁ ଫାସରୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ସୂଚନାରୁ ପ୍ରକାଶ, କିଛିଦିନ ତଳେ ବାର୍‌ହା ଶିକାର କରିବା ପାଇଁ ଶିକାରୀମାନେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ବିଲ୍‌ରେ ବୋମା ଖଞ୍ଜିଥିଲେ। ସେହି ବୋମା ଖାଇ ଗାଈ ଖାଇଦେଲା। ଫଳରେ ବୋମାଟି ଗାଈ ପାଟିରେ ବିସ୍ଫୋରଣ କରିଥିଲା। ଏମିତି ଦୁଇ ଦୁଇଟି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story