ପୁଣି ବାଘ ଚମଡା ଜବତ

ସୋନପୁର (ଓଡ଼ିଶା ରିପୋର୍ଟର) ପୁଣି ବାଘ ଚମଡା ଜବତ।  ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏଥିସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ । ଅଭିଯୁକ୍ତ ଜଣକ ବାଘ ଚମଡା ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରିଥିଲା ଏସଟିଏଫ । ସୋନପୁର ଆଇଟିଆଇ ନିକଟରେ ଡିଲ୍ ବେଳେ ତାକୁ ଗତକାଲି ଗିରଫ କରାଯାଇଛି।  ସେ ହେଉଛନ୍ତି ସମ୍ବଲପୁର ମହୁଆପଲି ଅଞ୍ଚଳର ଅଶୋକ ଛତ୍ରିଆ।  ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି […]

790-1

790-1

Tapas Behera
  • Published: Tuesday, 13 October 2020
  • Updated: 13 October 2020, 04:14 PM IST

Sports

Latest News

ସୋନପୁର (ଓଡ଼ିଶା ରିପୋର୍ଟର) ପୁଣି ବାଘ ଚମଡା ଜବତ।  ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏଥିସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ । ଅଭିଯୁକ୍ତ ଜଣକ ବାଘ ଚମଡା ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରିଥିଲା ଏସଟିଏଫ । ସୋନପୁର ଆଇଟିଆଇ ନିକଟରେ ଡିଲ୍ ବେଳେ ତାକୁ ଗତକାଲି ଗିରଫ କରାଯାଇଛି।  ସେ ହେଉଛନ୍ତି ସମ୍ବଲପୁର ମହୁଆପଲି ଅଞ୍ଚଳର ଅଶୋକ ଛତ୍ରିଆ।  ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ଏପଟେ ବାଘଚମଡାର ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍ସ୍ଥିତ ଓ୍ବାଇଲଡ୍ ଲାଇପ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯାଇଛି।  ଚୋରା କାରାବାର ନେଇ ଗୁଇନ୍ଦା ତଥ୍ୟ ଆଧାରରେ ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ ଅଭିଯୁକ୍ତ ଧରାପଡିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ ଏସ୍ପି । କିଛି ମାସ ପୂର୍ବରୁ ମଧ୍ୟ ନୂଆପଡ଼ା ଜିଲ୍ଲା ଟିପାଝର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ମିଳିଥିଲା ବାଘର କଟା ମୁଣ୍ଡ ଏବଂ ଛାଲ।  ସେହିପରି ନୟଗାଡ ଦଶପଲ୍ଲାର ଗିରିପୂଜା ଜଙ୍ଗଲରେ ଚଢାଉ କରାଯାଇ ବାଘଛାଲ ମଧ୍ୟ ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story