ବାଘ ମାରି ଛାଲ ଓ ହାଡ଼ ଲୁଚାଇ ରଖିଥିଲେ, ଗିରଫ ହେଲେ

ଫୁଲବାଣୀ (ତ୍ରିନାଥ ସାହୁ): ଚିତା ବାଘର ଛାଲ, ନଖ ଓ ହାଡ଼ ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରିଛନ୍ତି ଫୁଲବାଣୀ ବନଖଣ୍ଡର ସୁଡ଼ରୁକୁମ୍ପା ବନାଞ୍ଚଳର ବନ କର୍ମଚାରୀ। ଗିରଫ ଅଭିଯୁକ୍ତର ନାମ କବି ଚନ୍ଦ୍ର କହଁର। ତା’ ଘର ସେହି ବନାଞ୍ଚଳର କୁଟିବାଡ଼ି ଗାଁରେ। ସୁଡ଼ରୁକୁମ୍ପା ବନାଞ୍ଚଳର ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗାଁ ନିକଟ ଜଙ୍ଗଲରେ ଏହି ଚିତା ବାଘକୁ ଗୁଳି କରି ମାରିଥିଲା। ବାଘର […]

Forest officials and the accuded

Forest officials and the accuded

Jitendra Garnayak
  • Published: Thursday, 10 June 2021
  • Updated: 10 June 2021, 11:32 AM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ଚିତା ବାଘର ଛାଲ, ନଖ ଓ ହାଡ଼ ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରିଛନ୍ତି ଫୁଲବାଣୀ ବନଖଣ୍ଡର ସୁଡ଼ରୁକୁମ୍ପା ବନାଞ୍ଚଳର ବନ କର୍ମଚାରୀ।

ଗିରଫ ଅଭିଯୁକ୍ତର ନାମ କବି ଚନ୍ଦ୍ର କହଁର। ତା’ ଘର ସେହି ବନାଞ୍ଚଳର କୁଟିବାଡ଼ି ଗାଁରେ।

ସୁଡ଼ରୁକୁମ୍ପା ବନାଞ୍ଚଳର ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗାଁ ନିକଟ ଜଙ୍ଗଲରେ ଏହି ଚିତା ବାଘକୁ ଗୁଳି କରି ମାରିଥିଲା। ବାଘର ଛାଲ, ନଖ, ନିଶ ଏବଂ ହାଡ଼ ପ୍ରଭୃତିକୁ ବାହାର କରି ସେସବୁକୁ ବିକ୍ରି କରିବା

ଉଦେଶ୍ୟରେ ଜଙ୍ଗଲରେ ଲୁଚାଇ ରଖିଥିଲା। ଏ ସଂପର୍କରେ ବନ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳି ଥିଲା। ଏହା ପରେ ଏକ ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତକୁ ଗିରଫ କରିବା ସହିତ ତା’ଠାରୁ ଏକ ବନ୍ଧୁକ ଜଗତ କରାଯାଇଥିଲା। ଏହା ସହିତ ସେ ଜଙ୍ଗଲରେ ଏକ ଗଛରେ ଲୁଚାଇ ରଖିଥିବା ବାଘ ଛାଲ ଓ ୧୦ ଖଣ୍ଡ ହାଡ଼କୁ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story