‘ସୁନ୍ଦରୀ’ ଏବେ ଏଇ ଜଙ୍ଗଲରେ

ଅନୁଗୋଳ (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ଏବେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡରେ ଥିବା ସୂଚନା ମିଳିଛି।

ବନବିଭାଗ ଟିମ୍ ବାଘୁଣୀକୁ ଘଞ୍ଚ ଜଙ୍ଗଲକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ମନିଟରିଂ କରୁଥିବା ବେଳେ ବାଘୁଣୀ ସହ ମୁହାଁମୁହିଁ ହୋଇଥିଲେ।

କିଛି ଦିନ ପୂର୍ବେ ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଲେହେଡି ଗାଁରେ ବାଘୁଣୀ ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା।  ତେଣୁ କିଭଳି ସୁନ୍ଦରୀକୁ ଘଞ୍ଚ ଜଙ୍ଗଲକୁ ପଠାଯିବ ସେ ନେଇ ବନବିଭାଗ କର୍ମଚାରୀ ଓ ଅଧିକାରୀ ଉଦ୍ୟମ ଆରମ୍ଭ କରିଥିଲେ।

Ordigital Desk
• Published: Sunday, 23 September 2018
• Updated: 23 September 2018, 02:59 AM IST

Sports

Latest News

ଅନୁଗୋଳ (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ଏବେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡରେ ଥିବା ସୂଚନା ମିଳିଛି।

ବନବିଭାଗ ଟିମ୍ ବାଘୁଣୀକୁ ଘଞ୍ଚ ଜଙ୍ଗଲକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ମନିଟରିଂ କରୁଥିବା ବେଳେ ବାଘୁଣୀ ସହ ମୁହାଁମୁହିଁ ହୋଇଥିଲେ।

କିଛି ଦିନ ପୂର୍ବେ ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଲେହେଡି ଗାଁରେ ବାଘୁଣୀ ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା।  ତେଣୁ କିଭଳି ସୁନ୍ଦରୀକୁ ଘଞ୍ଚ ଜଙ୍ଗଲକୁ ପଠାଯିବ ସେ ନେଇ ବନବିଭାଗ କର୍ମଚାରୀ ଓ ଅଧିକାରୀ ଉଦ୍ୟମ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos