ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା: ଅଭିଯୁକ୍ତ ନେତ୍ରାନନ୍ଦଙ୍କ ଜାମିନ ଆବେଦନ ଖାରଜ

ରାୟଗଡା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ଜାମିନ ଆବେଦନ ଖାରଜ ହୋଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ମୋକଦ୍ଦମାର ଶୁଣାଣି କରି ଏହି ରାୟ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଦୈରାଜଜ। ଶୁଣାଣି ପାଇଁ ନେତ୍ରାନନ୍ଦଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ବର୍ତ୍ତମାନ ଏହି ଘଟଣାର ସିବିଆଇ ତଦନ୍ତ ଚାଲୁ ରହିଥିବାରୁ ଅଭିଯୁକ୍ତ ଜାମିନ ପାଇଲେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବା ସମ୍ଭାବନା ଥିବା ଦର୍ଶାଇ ଦଣ୍ଡସେନାଙ୍କୁ […]

rayagada

rayagada

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 07:09 AM IST

Sports

Latest News

ରାୟଗଡା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ଜାମିନ ଆବେଦନ ଖାରଜ ହୋଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ମୋକଦ୍ଦମାର ଶୁଣାଣି କରି ଏହି ରାୟ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଦୈରାଜଜ। ଶୁଣାଣି ପାଇଁ ନେତ୍ରାନନ୍ଦଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ବର୍ତ୍ତମାନ ଏହି ଘଟଣାର ସିବିଆଇ ତଦନ୍ତ ଚାଲୁ ରହିଥିବାରୁ ଅଭିଯୁକ୍ତ ଜାମିନ ପାଇଲେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବା ସମ୍ଭାବନା ଥିବା ଦର୍ଶାଇ ଦଣ୍ଡସେନାଙ୍କୁ ଜାମିନ ନ ଦେବାକୁ କ୍ରାଇମବ୍ରାଞ୍ଚ ଓକିଲ କୋର୍ଟଙ୍କୁ ଜଣାଇଥିଲେ। ପରେ ମାନ୍ୟବର ଜିଲ୍ଲା ଦୈରାଜଜ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos