ସୁଟିଂ ନ ଥିଲେ କଣ କରନ୍ତି ସିଷ୍ଟର୍‌ ଶିବାନୀ ?

<p>[vc_video link=&quot;&quot; align=&quot;center&quot;]</p> <p>ଭୁବନେଶ୍ୱର: ସିଷ୍ଟର ଶ୍ରୀଦେବିର ନାୟିକା ଶିବାନୀ ସୁଇଟ ଆଣ୍ଡ ବିୟୁଟିଫୁଲ୍। ଶିବାନୀ ଓ ତାଙ୍କ ଭଉଣୀ ଦୁହେଁ ଦୁହିଁଙ୍କୁ ବେଶ ଭଲ ପାଆନ୍ତି। ଶିବାନୀଙ୍କ ସୁଟିଂ ନଥିବା ସମୟରେ ତାଙ୍କ ପୁରା ଟାଇମ୍ ବିତେ ତାଙ୍କ ସାନ ଭଉଣୀ ସହିତ। ଏହି ଦୁହିଁଙ୍କର କିଛି ମସ୍ତି ଟାଇମକୁ କ୍ୟାପଚର୍&zwnj; କରିବା ପାଇଁ ତାଙ୍କ ପାଖରେ ପହଁଚିଥିଲା ଆମର ଓଡିଶା ରିପୋର୍ଟର ଟିମ୍। ଶିବାନୀ ଘରେ ଥିବା ସମୟରେ ଦୁଇଜଣଙ୍କର ଜବରଦସ୍ତ ମସ୍ତି ଚାଲିଥାଏ। ଦେଖନ୍ତୁ କିପରି ଆଇନା ଆଗରେ ଦୁଇ ଜଣଙ୍କର ଝଗଡା ଲାଗିଛି। କେବଳ ଝଗଡା ନୁହେଁ ଶିବାନୀଙ୍କ ଧ୍ୟାନ ପାଠପଢାରେ ମଧ୍ୟଥାଏ। ସୁଟିଙ୍ଗ ଓ ପାଠ ଦୁଇଟି କାମକୁ ସେ ବେଶ ଭଲଭାବରେ କରନ୍ତି। ପଢାରେ କିଛି ତ୍ରୁଟି ଆସିଲେ ତାଙ୍କ ସାଙ୍ଗ ଓ ସ୍କୁଲର ଶିକ୍ଷକ ମାନେ ତାଙ୍କୁ ସାହାର୍ଯ୍ୟ କରନ୍ତି ବୋଲି କୁହନ୍ତି ଶିବାନୀ। ସିଷ୍ଟର ଶ୍ରୀଦେବୀ ଫିଲ୍ମର୍&zwnj; ରିଲିଜ୍&zwnj; ପରେ ଯେତବେଳେ ଶ୍ରୀଦେବି ତାଙ୍କ ସ୍କୁଲ ଯାଇଥିଲେ ସେତବେଳେ ସ୍କୁଲରେ ତାଙ୍କ ସାଙ୍ଗ ମାନଙ୍କର ପ୍ରତିକ୍ରିୟା ବେଶ ଭଲଥିଲା। ସାଙ୍ଗ ମାନେ ତାଙ୍କୁ ହାଚ୍&zwnj;ଟ୍ୟାଗ ସେଲିବ୍ରେଟି କହି ଡାକୁଥିଲେ ଓ ବେଶ ଖୁସି ହେଉଥିବାର କହିଛନ୍ତି ଶିବାନୀ।</p>

Ordigital Desk
  • Published: Saturday, 05 August 2017
  • Updated: 05 August 2017, 06:09 PM IST

Sports

Latest News

<p>[vc_video link=&quot;&quot; align=&quot;center&quot;]</p><p>ଭୁବନେଶ୍ୱର: ସିଷ୍ଟର ଶ୍ରୀଦେବିର ନାୟିକା ଶିବାନୀ ସୁଇଟ ଆଣ୍ଡ ବିୟୁଟିଫୁଲ୍। ଶିବାନୀ ଓ ତାଙ୍କ ଭଉଣୀ ଦୁହେଁ ଦୁହିଁଙ୍କୁ ବେଶ ଭଲ ପାଆନ୍ତି। ଶିବାନୀଙ୍କ ସୁଟିଂ ନଥିବା ସମୟରେ ତାଙ୍କ ପୁରା ଟାଇମ୍ ବିତେ ତାଙ୍କ ସାନ ଭଉଣୀ ସହିତ। ଏହି ଦୁହିଁଙ୍କର କିଛି ମସ୍ତି ଟାଇମକୁ କ୍ୟାପଚର୍&zwnj; କରିବା ପାଇଁ ତାଙ୍କ ପାଖରେ ପହଁଚିଥିଲା ଆମର ଓଡିଶା ରିପୋର୍ଟର ଟିମ୍। ଶିବାନୀ ଘରେ ଥିବା ସମୟରେ ଦୁଇଜଣଙ୍କର ଜବରଦସ୍ତ ମସ୍ତି ଚାଲିଥାଏ। ଦେଖନ୍ତୁ କିପରି ଆଇନା ଆଗରେ ଦୁଇ ଜଣଙ୍କର ଝଗଡା ଲାଗିଛି। କେବଳ ଝଗଡା ନୁହେଁ ଶିବାନୀଙ୍କ ଧ୍ୟାନ ପାଠପଢାରେ ମଧ୍ୟଥାଏ। ସୁଟିଙ୍ଗ ଓ ପାଠ ଦୁଇଟି କାମକୁ ସେ ବେଶ ଭଲଭାବରେ କରନ୍ତି। ପଢାରେ କିଛି ତ୍ରୁଟି ଆସିଲେ ତାଙ୍କ ସାଙ୍ଗ ଓ ସ୍କୁଲର ଶିକ୍ଷକ ମାନେ ତାଙ୍କୁ ସାହାର୍ଯ୍ୟ କରନ୍ତି ବୋଲି କୁହନ୍ତି ଶିବାନୀ। ସିଷ୍ଟର ଶ୍ରୀଦେବୀ ଫିଲ୍ମର୍&zwnj; ରିଲିଜ୍&zwnj; ପରେ ଯେତବେଳେ ଶ୍ରୀଦେବି ତାଙ୍କ ସ୍କୁଲ ଯାଇଥିଲେ ସେତବେଳେ ସ୍କୁଲରେ ତାଙ୍କ ସାଙ୍ଗ ମାନଙ୍କର ପ୍ରତିକ୍ରିୟା ବେଶ ଭଲଥିଲା। ସାଙ୍ଗ ମାନେ ତାଙ୍କୁ ହାଚ୍&zwnj;ଟ୍ୟାଗ ସେଲିବ୍ରେଟି କହି ଡାକୁଥିଲେ ଓ ବେଶ ଖୁସି ହେଉଥିବାର କହିଛନ୍ତି ଶିବାନୀ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos