ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଆଜି ମଧ୍ୟ ଓଡ଼ିଆ ନବବର୍ଷ। ଆଜି ସୂର୍ଯ୍ୟଙ୍କର ବିଷୁବ ରେଖାରେ ଅବସ୍ଥାନ ସହ ୧୨ଟି ରାଶିର ଚଳନ ଆରମ୍ଭ ହେଉଥିବାରୁ ଏହାକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ଏହାକୁ ଓଡ଼ିଶାର ଘରେ ଘରେ ଏକ ପବିତ୍ର ଦିନ ଭାବେ ପାଳନ କରାଯାଏ। ଆଜି ଘରେ ଓ ଦେବାଳୟ ମାନଙ୍କରେ ସ୍ୱତନ୍ତ୍ର ପୂଜାପାଠ ଆୟୋଜନ କରାଯାଇଛି। ମହାବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଆଜି ଘରେ ଘରେ ତଥା ବିଭିନ୍ନ ସ୍ଥାନରେ […]

pana

Rakesh Mallick
  • Published: Friday, 14 April 2017
  • , Updated: 14 April 2017, 09:25 PM IST

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଆଜି ମଧ୍ୟ ଓଡ଼ିଆ ନବବର୍ଷ। ଆଜି ସୂର୍ଯ୍ୟଙ୍କର ବିଷୁବ ରେଖାରେ ଅବସ୍ଥାନ ସହ ୧୨ଟି ରାଶିର ଚଳନ ଆରମ୍ଭ ହେଉଥିବାରୁ ଏହାକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ଏହାକୁ ଓଡ଼ିଶାର ଘରେ ଘରେ ଏକ ପବିତ୍ର ଦିନ ଭାବେ ପାଳନ କରାଯାଏ। ଆଜି ଘରେ ଓ ଦେବାଳୟ ମାନଙ୍କରେ ସ୍ୱତନ୍ତ୍ର ପୂଜାପାଠ ଆୟୋଜନ କରାଯାଇଛି। ମହାବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଆଜି ଘରେ ଘରେ ତଥା ବିଭିନ୍ନ ସ୍ଥାନରେ ଲୋକେ ପଣା ପିଇବେ।

ଓଡ଼ିଆ ନବବର୍ଷରେ ନୂଆ ପାଞ୍ଜିର ପ୍ରଚଳନର ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପାଞ୍ଜି ଅନୁକୂଳ କରାଯାଏ।

Related story