ଆଜି ବିଶ୍ୱ ପରିବେଶ ଦିବସ: ବାଲୁକାକଳା ମାଧ୍ୟମରେ ମାନସ ସାହୁଙ୍କ ସଚେତନତା ବାର୍ତ୍ତା

<p>ପୁରୀ: ଆଜି ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି।&nbsp; ପ୍ରାୟ ୧୫ଟନ୍ ବାଲିରେ ୨୦ଫୁଟ୍ ଲମ୍ବର ଏହି ବାଲୁକା କଳା ନିର୍ମାଣ କରାଯାଇଛି।&nbsp; ଗ୍ରୀନ୍ ଅର୍ଥ ଫର ଗୁଡ୍ ହେଲ୍&zwnj;ଥର ସ୍ଲୋଗାନ ଦେଇ ପରିବେଶକୁ ସବୁଜମୟ କରିବା ଆବଶ୍ୟକ ବୋଲି ସମାଜକୁ ବାର୍ତ୍ତା ଦେଇଛନ୍ତି। ମାନସ ନିଜ ବାଲୁକା କଳାରେ ସୌନ୍ଦର୍ଯ୍ୟମୟ ପ୍ରକୃତି କିଭଳି ପାହାଡ, ପର୍ବତ, ଝରଣା ଏବଂ ସବୁଜିମା ଭିତରେ ଘେରି ରହିଛି ତାହା ଦେଖାଇଛନ୍ତି।</p> <p>ଅନ୍ୟପଟେ ମଣିଷ ସମାଜ କିପରି ଜଙ୍ଗଲକୁ କାଟି କଂକ୍ରିଟ୍ ଜଙ୍ଗଲ ତିଆରି କରି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିଛି ତାହା ମଧ୍ୟ ଦର୍ଶାଇଛନ୍ତି। &nbsp;ଯଦି ଆମେ କଂକ୍ରିଟ୍ ସହରକୁ ସବୁଜିମା କରିପାରିବା ତା&rsquo;ହେଲେ ସମାଜରେ ସୁନ୍ଦର ବାତାବରଣ ସୃଷ୍ଟି ହେବ। ଏହି ବାଲୁକା କଳା ମାଧ୍ୟମରେ ସମାଜରେ ସଚେତନା ସୃଷ୍ଟି କରିଛନ୍ତି ସାନସ ସାହୁ।</p>

Ordigital Desk
  • Published: Monday, 05 June 2017
  • Updated: 05 June 2017, 07:42 AM IST
<p>ପୁରୀ: ଆଜି ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି।&nbsp; ପ୍ରାୟ ୧୫ଟନ୍ ବାଲିରେ ୨୦ଫୁଟ୍ ଲମ୍ବର ଏହି ବାଲୁକା କଳା ନିର୍ମାଣ କରାଯାଇଛି।&nbsp; ଗ୍ରୀନ୍ ଅର୍ଥ ଫର ଗୁଡ୍ ହେଲ୍&zwnj;ଥର ସ୍ଲୋଗାନ ଦେଇ ପରିବେଶକୁ ସବୁଜମୟ କରିବା ଆବଶ୍ୟକ ବୋଲି ସମାଜକୁ ବାର୍ତ୍ତା ଦେଇଛନ୍ତି। ମାନସ ନିଜ ବାଲୁକା କଳାରେ ସୌନ୍ଦର୍ଯ୍ୟମୟ ପ୍ରକୃତି କିଭଳି ପାହାଡ, ପର୍ବତ, ଝରଣା ଏବଂ ସବୁଜିମା ଭିତରେ ଘେରି ରହିଛି ତାହା ଦେଖାଇଛନ୍ତି।</p><p>ଅନ୍ୟପଟେ ମଣିଷ ସମାଜ କିପରି ଜଙ୍ଗଲକୁ କାଟି କଂକ୍ରିଟ୍ ଜଙ୍ଗଲ ତିଆରି କରି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିଛି ତାହା ମଧ୍ୟ ଦର୍ଶାଇଛନ୍ତି। &nbsp;ଯଦି ଆମେ କଂକ୍ରିଟ୍ ସହରକୁ ସବୁଜିମା କରିପାରିବା ତା&rsquo;ହେଲେ ସମାଜରେ ସୁନ୍ଦର ବାତାବରଣ ସୃଷ୍ଟି ହେବ। ଏହି ବାଲୁକା କଳା ମାଧ୍ୟମରେ ସମାଜରେ ସଚେତନା ସୃଷ୍ଟି କରିଛନ୍ତି ସାନସ ସାହୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos