ଆଜି ଓଡ଼ିଶା ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

Ordigital Desk
  • Published: Tuesday, 21 November 2017
  • , Updated: 21 November 2017, 07:28 AM IST
<p>କଟକ: ଆଜି ଓଡ଼ିଶା ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।&nbsp; ରେଭେନ୍ସା ବିଶ୍ୱବିଦ୍ୟାଳୟର ଡେଭଲପମେଣ୍ଟ ଟ୍ରଷ୍ଟ ଲେକଚର କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏହି ଅବସରରେ ଟ୍ରଷ୍ଟ ଇତିହାସ ସମ୍ପର୍କିତ ପୁସ୍ତକ &lsquo;ଟ୍ରଷ୍ଟ ରି ଡିମଡ୍&zwnj;&rsquo; ଉନ୍ମୋଚିତ କରିବାର କାର୍ଯ୍ୟକ୍ରମ ରହିଛି।</p> <p>ରାଷ୍ଟ୍ରପତି କାର୍ଯ୍ୟକାଳ ପରେ&nbsp; ଓଡ଼ିଶାର ପ୍ରଣବ ମୁଖାର୍ଜୀଙ୍କର ଏହା ପ୍ରଥମ ଉଦ୍&zwnj;ବୋଧନ ବୋଲି ରେଭେନ୍ସା ୟୁନିଭରସିଟି ଡେଭଲେପମେଣ୍ଟ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।</p>

Related story