ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ଼ ସ୍ତରରେ ଟିକାକରଣ, ୪ ଲକ୍ଷ ଲୋକ ପାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବିରୋଧ ଲଢ଼େଇରେ ଜିତିବାକୁ ହେଲେ ଟିକା ହିଁ ଏକମାତ୍ର ଅସ୍ତ୍ର। ଯାହାକୁ ଲକ୍ଷ୍ୟ କରି ସରକାର ଟିକାକରଣକୁ ବ୍ୟାପକ କରୁଛନ୍ତି। ଆଜି ଗୋଟିଏ ଦିନରେ ରେକର୍ଡ଼ ସ୍ତରରେ ଓଡ଼ିଶାରେ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଏହାକୁ ସଫଳ କରିବାରରେ ପ୍ରମୁଖ ଭୂମିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ସହଯୋଗ କରିଥିବା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି […]

Covid-vaccine-centre

Covid-vaccine-centre

Manoranjan Sial
  • Published: Monday, 05 July 2021
  • Updated: 05 July 2021, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବିରୋଧ ଲଢ଼େଇରେ ଜିତିବାକୁ ହେଲେ ଟିକା ହିଁ ଏକମାତ୍ର ଅସ୍ତ୍ର। ଯାହାକୁ ଲକ୍ଷ୍ୟ କରି ସରକାର ଟିକାକରଣକୁ ବ୍ୟାପକ କରୁଛନ୍ତି। ଆଜି ଗୋଟିଏ ଦିନରେ ରେକର୍ଡ଼ ସ୍ତରରେ ଓଡ଼ିଶାରେ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଏହାକୁ ସଫଳ କରିବାରରେ ପ୍ରମୁଖ ଭୂମିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ସହଯୋଗ କରିଥିବା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ।

https://twitter.com/HFWOdisha/status/1412080935529418758?s=20

ଆଜି ମହାମାରୀ କରୋନାରୁ ୩୩୨୬ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୯୪୧୦୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1412033657947115520?s=20

ଆଜି ଆରୋଗ୍ୟଙ୍କ ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୫୪୦ ଜଣ ଅଛନ୍ତି।ସେହିପରି କଟକରୁ ୫୨୮, ଯାଜପୁରରୁ ୨୫୬, ବାଲେଶ୍ୱରରୁ ୨୨୦, ପୁରୀରୁ ୨୧୦, ଭଦ୍ରକରୁ ୧୫୭, ମୟୂରଭଞ୍ଜରୁ ୧୫୩, ଜଗତସିଂହପୁରରୁ ୧୫୨, ନୟାଗଡ଼ରୁ ୧୫୦, କେନ୍ଦ୍ରାପଡ଼ାରୁ ୧୩୦, କେନ୍ଦୁଝରରୁ ୧୧୨, ମାଲକାନଗିରିରୁ ୭୮, ଅନୁଗୋଳରୁ ୭୧, ସୁନ୍ଦରଗଡ଼ରୁ ୬୬, କୋରାପୁଟରୁ ୫୧, ଢେଙ୍କାନାଳରୁ ୪୬, ରାୟଗଡ଼ାରୁ ୪୧, ବୌଦ୍ଧରୁ ୩୨, କନ୍ଧମାଳରୁ ୩୨, ନବରଙ୍ଗପୁରରୁ ୩୧, ସମ୍ୱଲପୁରରୁ ୨୮, ସୋନପୁରରୁ ୨୭, ବରଗଡ଼ରୁ ୨୬, ବଲାଙ୍ଗିରିରୁ ୨୨, ଗଜପତିରୁ ୨୨,  କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୯, ଦେବଗଡ଼ରୁ ୩, ନୂଆପଡ଼ାରୁ ୩ ଓ ଷ୍ଟେଟ୍‌ପୁଲରୁ ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1412033664163086341?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story