ରାତି ପାହିଲେ ନୂଆଁଖାଇ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ପୂଜାପାଠ, ଖିଆପିଆ ସହ ନାଚଗୀତର ତାଳେ ତାଳେ ଉଠିବ ପଡ଼ିବ ପଶ୍ଚିମ ଓଡ଼ିଶା। ଏଥିପାଇଁ ଦୂରଦୂରାନ୍ତରୁ ଆସି ଘରେ ପହଞ୍ଚିଲେଣି ପରିବାର ଲୋକେ। ଆସନ୍ତାକାଲି ଭୋର ସାଢ଼େ ୪ଟାରେ ଖୋଲିବ ମାଆ ସମଲେଶ୍ୱରୀଙ୍କ ମନ୍ଦିର। ନୂଆଶାଢ଼ୀ ସହ ଅଳଙ୍କାର ଧାରଣ ପରେ ଆରମ୍ଭ ହେବ ରୀତିନୀତିର ପୂଜାର୍ଚ୍ଚନା। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ। ତା’ପରେ ମାଆଙ୍କ ନିକଟରେ […]

nuakhai-tomorrow

nuakhai-tomorrow

Manoranjan Sial
  • Published: Thursday, 13 September 2018
  • Updated: 14 September 2018, 02:24 AM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ପୂଜାପାଠ, ଖିଆପିଆ ସହ ନାଚଗୀତର ତାଳେ ତାଳେ ଉଠିବ ପଡ଼ିବ ପଶ୍ଚିମ ଓଡ଼ିଶା। ଏଥିପାଇଁ ଦୂରଦୂରାନ୍ତରୁ ଆସି ଘରେ ପହଞ୍ଚିଲେଣି ପରିବାର ଲୋକେ।

ଆସନ୍ତାକାଲି ଭୋର ସାଢ଼େ ୪ଟାରେ ଖୋଲିବ ମାଆ ସମଲେଶ୍ୱରୀଙ୍କ ମନ୍ଦିର। ନୂଆଶାଢ଼ୀ ସହ ଅଳଙ୍କାର ଧାରଣ ପରେ ଆରମ୍ଭ ହେବ ରୀତିନୀତିର ପୂଜାର୍ଚ୍ଚନା। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ। ତା’ପରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜ ନିଜ ଘରେ ନୂଆଁ ଖାଇବେ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story