ଅମାନବୀୟ କାଣ୍ଡ; ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିଲେ, ପାଣି ମାଗିବାରୁ ଦେଲେ ପରିସ୍ରା

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୂର୍ବ ଶତ୍ରୁତାରୁ ଗତ ରାତିରେ କିଛି ଯୁବକ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ ମାଡ଼ ମାରି ଗାଁ ଦାଣ୍ଡରେ ବୁଲାଇଲେ। ଅକଥନୀୟ ନିର୍ଯାତନା ସହି ନ ପାରି ଯୁବକଜଣକ ପାଣି ମାଗିବାରୁ ପାଣି ବଦଳରେ ପିଇବାକୁ ପରିସ୍ରା ଦେଲେ। ଏପରି ଅମାନବୀୟ କାଣ୍ଡ ଭଦ୍ରକ ତିହିଡ଼ି ଥାନା ବାଉଁଶବାଗ ଗାଁରେ ଗତ ରାତିଠୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ୍‌ କାହାକୁ ଗିରଫ କରି ନାହିଁ। ଅପରପକ୍ଷେ ସୋଶାଲ ମିଡିଆରେ ଏହି […]

attack

attack

Niharika Rout
  • Published: Tuesday, 04 August 2020
  • Updated: 04 August 2020, 09:45 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୂର୍ବ ଶତ୍ରୁତାରୁ ଗତ ରାତିରେ କିଛି ଯୁବକ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ ମାଡ଼ ମାରି ଗାଁ ଦାଣ୍ଡରେ ବୁଲାଇଲେ। ଅକଥନୀୟ ନିର୍ଯାତନା ସହି ନ ପାରି ଯୁବକଜଣକ ପାଣି ମାଗିବାରୁ ପାଣି ବଦଳରେ ପିଇବାକୁ ପରିସ୍ରା ଦେଲେ। ଏପରି ଅମାନବୀୟ କାଣ୍ଡ ଭଦ୍ରକ ତିହିଡ଼ି ଥାନା ବାଉଁଶବାଗ ଗାଁରେ ଗତ ରାତିଠୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ୍‌ କାହାକୁ ଗିରଫ କରି ନାହିଁ। ଅପରପକ୍ଷେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ଜିଲ୍ଲାପାଳ ଘଟଣାର ତଦନ୍ତ ନିମନ୍ତେ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୂରା ଘଟଣାଟି ଏହିପରି।  ନିର୍ଯାତନାର ଶିକାର ହୋଇଥିବା ଯୁବକ ଏକ ମାମଲାରେ ଜେଲ୍‌ ଯାଇଥିବା ବେଳେ ୨,୩ ଦିନ ପୂର୍ବେ ଗାଁକୁ ଫେରିଥିଲେ।   ଗାଁର କିଛି ଯୁବକଙ୍କ ସହ ତାଙ୍କର ପୂର୍ବରୁ ଶତ୍ରୁତା ଲାଗି ରହିଛି। ଯୁବକଜଣକ ଘରକୁ ଆସିଥିବା ଜାଣି ଗତକାଲି ରାତିରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ଘରୁ ଟାଣି ନେଇଥିଲେ। ଏହାପରେ ମୁହଁରେ ଚୁନ ବୋଳି ଜୋତା ମାଳ ପିନ୍ଧାଇ ଗାଁ ରାସ୍ତାରେ ବୁଲାଇଲେ। କଥା ଏତିକିରେ ସରିଲା ନାହିଁ।

ସର୍ବସମ୍ମୁଖରେ ଅମାନବୀୟ କାଣ୍ଡର ଏହି ଘଟଣା ଦୀର୍ଘ ସମୟ ଧରି ଚାଲିଲା।  ସମ୍ପୃକ୍ତ ଯୁବକମାନେ ମିଳିତ ଭାବେ ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହ ଲଣ୍ଡା ବି କରିଦେଲେ। ଏପରି ଅକଥନୀୟ ନିର୍ଯାତନା ସହି ନ ପାରି ଯୁବକଜଣକ ପାଣି ମାଗିବାରୁ ପାଣି ବଦଳରେ ତାଙ୍କୁ ପିଆଇ ଦିଆଗଲା ପରିସ୍ରା। ଆଜିର ସଭ୍ୟ ସମାଜରେ ଏପରି ଅମାନବୀୟ କାଣ୍ଡ ଘଟୁଥିବା ବେଳେ ଅନ୍ୟମାନେ ଦେଖଣାହାରୀ ସାଜୁଛନ୍ତି।

ଘଟଣା ସମ୍ପର୍କରେ  ଯୁବକଙ୍କ ସ୍ତ୍ରୀ ଗତ ରାତିରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ ଏ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଯାଇ ନାହିଁ କି କାହାକୁ ଗିରଫ କରି ନାହିଁ। ଭିଡିଓ ଭାଇରାଲ ହେବା ପରଠୁ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story