ଭେଲୋରରେ ଓଡିଶା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ଭେଲୋରରେ ଓଡିଆ ତୀର୍ଥଯାତ୍ରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ବସ୍‌କୁ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ବସ୍‌ରେ ଥିବା ଓଡ଼ିଶାର ୩୦ରୁ ଅଧିକ ତୀର୍ଥଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତ ତୀର୍ଥଯାତ୍ରୀ ରାୟଗଡ଼ା ଜିଲ୍ଲାର ବୋଲି ଜଣା ପଡ଼ିଛି । ଏମାନେ ଗତ ୪ ତାରିଖରେ ବ୍ରହ୍ମପୁର ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନରେ ଯାଇଥିଲେ । ସେପଟେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ […]

images (1)

images (1)

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 06:24 PM IST

Sports

Latest News

ଭୁବନେଶ୍ୱର: ଭେଲୋରରେ ଓଡିଆ ତୀର୍ଥଯାତ୍ରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ବସ୍‌କୁ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ବସ୍‌ରେ ଥିବା ଓଡ଼ିଶାର ୩୦ରୁ ଅଧିକ ତୀର୍ଥଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତ ତୀର୍ଥଯାତ୍ରୀ ରାୟଗଡ଼ା ଜିଲ୍ଲାର ବୋଲି ଜଣା ପଡ଼ିଛି । ଏମାନେ ଗତ ୪ ତାରିଖରେ ବ୍ରହ୍ମପୁର ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନରେ ଯାଇଥିଲେ । ସେପଟେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ପଯର୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା । ବସ୍‌କୁ ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି ହେଲେ ଏଥିରେ କେହି ଆହତ ହୋଇ ନ ଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story