୯ରେ ରାଜ୍ୟ କଂଗ୍ରେସର ଟ୍ରାକ୍ଟର ରାଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୯ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ପ୍ରଭାରୀ ଏ ଚେଲାକୁମାରଙ୍କ ସମେତ ପ୍ରଦେଶ କଂଗ୍ରେସ ବହୁ ବରିଷ୍ଠ ନେତା ସାମିଲ ହେବେ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଞ୍ଜାବ ଓ ହରିୟାଣାରେ ଆରମ୍ଭ କରିଥିବା ଐତିହାସିକ ‘କ୍ଷେତି ବଂଚାଅ ଯାତ୍ରା’କୁ ସମର୍ଥନ କରି ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡ଼ିଛି। ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାଷ ଓ ଚାଷୀଙ୍କ […]

congress-1-1

congress-1-1

Manoranjan Sial
  • Published: Friday, 06 November 2020
  • Updated: 06 November 2020, 10:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୯ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ପ୍ରଭାରୀ ଏ ଚେଲାକୁମାରଙ୍କ ସମେତ ପ୍ରଦେଶ କଂଗ୍ରେସ ବହୁ ବରିଷ୍ଠ ନେତା ସାମିଲ ହେବେ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଞ୍ଜାବ ଓ ହରିୟାଣାରେ ଆରମ୍ଭ କରିଥିବା ଐତିହାସିକ ‘କ୍ଷେତି ବଂଚାଅ ଯାତ୍ରା’କୁ ସମର୍ଥନ କରି ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡ଼ିଛି।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାଷ ଓ ଚାଷୀଙ୍କ ସୁରକ୍ଷା ନିମନ୍ତେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆସନ୍ତା ୯ ତାରିଖ ସକାଳ ୯ଟାରେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନଠାରୁ ଏକ ଟ୍ରାକ୍ଟର ରାଲି ବାହାରି କଟକ ଜିଲ୍ଲାର ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ଥ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପଂହଚିବ। ଏହି ରାଲିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ନଭେମ୍ବର ୧୪ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ୧୩୧ ତମ ଜନ୍ମବାର୍ଷିକୀ ହୋଇଥିବାରୁ ଏହି ଅବସରରେ ନଭେମ୍ବର ୧୩ତାରିଖରେ ନେହେରୁଙ୍କ ଆଦର୍ଶ ଓ ରାଷ୍ଟ୍ରଗଠନ ସଂପର୍କରେ ଏକ ଆଲୋଚନା ଚକ୍ର ଆୟୋଜନ ହେବ। ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତା ଦାସ ବେନହୁର ଯୋଗଦେଇ ନେହେରୁଜୀଙ୍କ ଜୀବନାଦର୍ଶ ସଂପର୍କରେ ଉଦ୍‌ବୋଧନ ଦେବେ। ସେହିପରି ୧୪ ତାରିଖ ନେହେରୁଙ୍କ ଜୟନ୍ତୀରେ ତାଙ୍କ ଦ୍ୱାରା ସ୍ୱାବଲମ୍ବୀ ଭାରତ ଗଠନ ସଂପର୍କରେ ‘ସ୍ପିକଅପଫରପିଏସୟୁ’ ଶୀର୍ଷକ ଉପରେ ସୋସିଆଲ ମିଡିଆ (ଟ୍ୱିଟର, ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍‌) ମାଧ୍ୟମରେ ଏକ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ ନିମନ୍ତେ ସରକାରଙ୍କ ଚେଷ୍ଟା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି କାର୍ଯ୍ୟକ୍ରମଗୁଡ଼ିକୁ ସଂପୂର୍ଣ୍ଣ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି, ଦଳୀୟ ସାଂସଦ ଓ ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଛାମୁଆ ସଂଗଠନ ଓ ବରିଷ୍ଠ ନେତୃବୃନ୍ଦମାନଙ୍କ ସହଯୋଗ ଲୋଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story